ଦେଓଗାଁ ପୁଲିସକୁ ମିଳିଲା ବଡ଼ ସଫଳତା : ଡକାୟତ ଘଟଣାର ୪ ଅଭିଯୁକ୍ତ ଗିରଫ, କମ୍ପାନୀ କର୍ମଚାରୀ ଥିଲେ ମାଷ୍ଟର ମାଇଣ୍ଡ
୨.୪୦ଲକ୍ଷ ଟଙ୍କା ସହ ବାଇକ୍, ମୋବାଇଲ, ଲାପଟପ୍, କ୍ୟାମେରା ଜବତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ କରିଛି ଦେଓଗାଁ ପୁଲିସ । ଦେଓଗାଁ ପୁଲିସକୁ ମିଳିଛି ବଡ ସଫଳତା । ୪ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ!-->!-->!-->…
Read More...
Read More...