କେନ୍ଦୁପତ୍ର ପୋଡି ଘଟଣା : ଜେଲ ଗଲା ଅଭିଯୁକ୍ତ
ଟିକ୍ରାପଡା : ସଇଁନ୍ତଲା ବ୍ଲକ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଲୁଥାକେନ୍ଦ ଗ୍ରାମର କେନ୍ଦୁପତ୍ର ଫଡି ପୋଡି ଘଟଣାରେ ପ୍ରସନ୍ନ ପ୍ରଧାନ(୨୬) ନାମକ ଜଣେ ଯୁବକ ଜେଲ ଯାଇଥିବା ଜଣାପଡିଛି । ତାଙ୍କ ଘର ଲୁଥାକେନ୍ଦରେ ହୋଇଥିବା ବେଳେ ଏବେ ସେ ଝିମନ୍ପାଲିରେ ରହୁଛନ୍ତି । ସୂଚନା!-->…
Read More...
Read More...