Monthly Archives

May 2022

କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣା : ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କର ନଚେତ ପାଞ୍ଚ ଦିନ ପରେ ଥାନା ଘେରାଓ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୨ଦିନ ପରେ ମଧ୍ୟ ଆଇନର ହାତ ଖାଲି, ଦୁର୍ନୀତିକୁ ପ୍ରଶୟ ଦେଉନଥିବା ଜଣେ ସ୍ଵଛ ଅଧିକାରୀଙ୍କୁ ମାରିଦେବା ଓ ତଦନ୍ତ ନାଁରେ ପୋଲିସ ଚୁପ୍‌ ବସିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରୁଛି
Read More...

ଯଦୁନାଥ ଦାସ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ସମାଜ ସେବୀ ଯଦୁନାଥ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାରମ୍ଭିକ ଜୀବନରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ମଧ୍ୟ ନିଜର ଅଦମ୍ୟ ପ୍ରଚେଷ୍ଟା ତଥା ଦୃଢ଼ ମନୋବଳ ଯୋଗୁଁ ଯଦୁନାଥ ଦାସ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ । ମାତ୍ର ତାଙ୍କର
Read More...

ପ୍ରଫେସର ହୃଦମଣି ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ ଭାଷା ସାହିତ୍ୟର ସାଧକ ସ୍ୱର୍ଗତ ପ୍ରଫେସର ହୃଦମଣି ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପାଠାଗାରର ଉପ- ସଭାପତି
Read More...

ଜଳିଗଲା କପଡା ଦୋକାନ, ଲକ୍ଷାଧିକ ଟଙ୍କାର କ୍ଷତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାମଜୀପଡାରେ ଥିବା ସରଗମ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ରବିବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଦୋକାନ ବାହାରେ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ପ୍ରଥମେ ଅଗ୍ନିଶମ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ- କେସିଙ୍ଗା ରେଳ ଧାରଣାର ୨୦୬ ନଂ ମାଇଲ ଖୁଣ୍ଟ ନିକଟରୁ ଜିଆର୍‌ପି ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଟିଟିଲାଗଡ ହାଇସ୍କୁଲପଡା ନିବାସୀ ମ୍ୟାନେଜର ପୁଟେଲଙ୍କ ପୁଅ ଉତ୍ତମ ପୁଟେଲ(୩୨ ବର୍ଷ) ଏବଂ ସେ ଗତ ରାତିରେ
Read More...

ଜଳିଗଲା ଟ୍ରାନ୍ସଫର୍ମର୍‌

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର ଏସ୍‌ଆର୍‌ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ଟ୍ରାନ୍ସଫର୍ମର୍‌ ଗତକାଲି ସନ୍ଧ୍ୟାରେ ହଠାତ୍‌ ଜଳିଯାଇଥିଲା । ଏହା ଦେଖି ଆଖପାଖର ଲୋକେ ଭୟଭୀତ ହୋଇ ପଡିଥିଲେ । ବିଦ୍ୟୁତ୍‌ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ
Read More...

ଆଦିବାସୀ ହାଇସ୍କୁଲ ମନେଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ୯ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ୍‌
Read More...

କୁଚିଣ୍ଡାରେ ଏସିଆର ଆଲୋକ ବୁଦ୍ଧଦେବଙ୍କର ଜୟନ୍ତୀ ପାଳିତ

ସମ୍ବଲପୁର : କୁଚିଣ୍ଡା ପଞ୍ଚମୁଖୀ ଛକରେ ନୂଆ କରି ସ୍ଥାପିତ ଏସିଆର ଆଲୋକ ଭଗବାନ ବୁଦ୍ଧଙ୍କର ଜୟନ୍ତୀ ଉତ୍ସବ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କର ଆବାହକତ୍ୱରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପଶ୍ଚିମାର ମହାସଚିବ, ବରିଷ୍ଠ ଏଡ଼ଭୋକେଟ ହୃଦାନନ୍ଦ ଶର୍ମା, ପିଣ୍ଟୁ ନାୟକ,
Read More...