Monthly Archives

May 2022

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୭୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୩୯ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ
Read More...

ଓଲଟିଲା ପିକ୍ଅପ୍ ଭ୍ୟାନ : ୨ ମୃତ, ୧୨ ଗୁରୁତର

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର- ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ପିକ୍ଅପ୍ ଭ୍ୟାନ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତକୁ ପିଡିଏସ ଚାଉଳ ଆଣିବା ପାଇଁ
Read More...

ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁୁମାର ପାଣୀ) : ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଦ୍ମପୁର ସହରରେ ପୂର୍ବରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଜିକାର କିଛି କେନାଲ ବର୍ତ୍ତମାନର ବସ୍ତି
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବୈଶାଖ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିନ୍ଧ୍ୟବାସିନୀ ମଣ୍ଡପରେ ଲୋକନୃତ୍ୟରେ ଝୁମିଲେ ଦର୍ଶକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧଗିରିରେ ମୁଷିକ ଦୈତ୍ୟ ଆତ୍ମଗୋପନ କରିବା ପରେ ମୂଷିକ ଶତୃର ପ୍ରତୀକ ମାର୍ଜାର କେଶରୀ ବେଶରେ ଭଗବାନ ଛକି ରହିବା କିମ୍ବଦନ୍ତୀ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତା ସର୍ବ କାଳୀନ ଅଟେ
Read More...

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ବ୍ରହ୍ମପୁରରୁ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ରାମେଶ୍ୱରରୁ ଭୁବନେଶ୍ୱର ଟ୍ରେନରେ ଆସୁଥିବା ବେଳେ ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ସୂଚନା ଅନୁସାରେ ସରୋଜ କୁମାର ପାଢୀ ଗତ ୧୨ ତାରିଖରେ ଭୁବନେଶ୍ୱର
Read More...

ବାହାରିନ୍‌ ପାରାବ୍ୟାଡମିଣ୍ଟନ୍‌ ଖେଳିବେ ୩ ଓଡିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାରଠାରୁ ଆରମ୍ଭ ହୋଇଥିବା ବାହାରିନ୍‌ ଆନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ୩ ଜଣ ଓଡିଆ ଖେଳାଳି ଖେଳିବେ । ସେମାନେ ହେଲେ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ, ଦିଲେଶ୍ୱର ରାଓ ଏବଂ ଦୀପରଞ୍ଜନ ବିଶୋଇ । ମାନାମା ସହରରେ ୨୧ ତାରିଖ ପର୍ଯ୍ୟନ୍ତ
Read More...

ନେପାଳର ଲୁମ୍ବିନୀରେ ବୁଦ୍ଧଜୟନ୍ତୀ ସମାରୋହ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଲୁମ୍ବିନୀସ୍ଥିତ ଆନ୍ତର୍ଜାତିକ ଅଧିବେଶନ କେନ୍ଦ୍ର ଓ ଧ୍ୟାନ ଭବନରେ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀ ଡକ୍ଟର
Read More...

ଲୁମ୍ବିନୀ, ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।ଏହି କେନ୍ଦ୍ର
Read More...

ଜାତୀୟ ରାଜପଥ କଡ଼ରୁ ତାଳଗଛ ହଟାଇବାକୁ ବନ ବିଭାଗକୁ ଅନୁରୋଧ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ଡାକ ବଙ୍ଗଳା ଛକରେ ଦୁଇଟ ବଡ଼ ତାଳଗଛ ରହିଛି । ଏହା ଦ୍ଵାରା ପ୍ରତି ମୁହୂର୍ତ୍ତରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ, ବିଭିନ୍ନ ଗାଁରୁ ଆସି ବସ୍ ଅପେକ୍ଷାରେ ଥିବା ଲୋକମାନେ ବିପଦର ସମ୍ମୁଖୀନ ହେଉଛନ୍ତି ।
Read More...

ଆନନ୍ଦ ଆଚାର୍ଯ୍ୟ ପ୍ରିମୀୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତା : ଦ୍ଵିତୀୟ ଦିବସରେ ବୋଡ଼ାସମ୍ବର୍ ଏଫ୍ ସି ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଗତକାଲି ଆରମ୍ଭ ହୋଇଥିବା ଆନନ୍ଦ ଆଚାର୍ଯ୍ୟ ପ୍ରିମୀୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବୋରାସମ୍ୱର ଏଫ୍ ସି ଓ ବରଗଡ ରେଲୱେ ଏଫ୍ ସି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ
Read More...