Monthly Archives

May 2022

ବିମଳାଗଡ-ତାଳଚେର ରେଳପଥ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିମଳାଗଡ ତାଳଚେର ରେଳପଥକୁ ଯଥା ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବା ପାଇଁ ଦିଆଯାଇଥିବା ଜନସ୍ୱାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ମଂଚର
Read More...

ଅଶ୍ୱସ୍ତମା ଦଣ୍ଡିଆଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅଶ୍ୱସ୍ତମା ଦଣ୍ଡିଆ ୯୦ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଇହଧାମ ତ୍ୟାଗ କରିଛନ୍ତି । ଗାଁ ମଶାଣିରେ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିଜ ଦୁର୍ବଳତା ମଧ୍ୟରେ
Read More...

ଚାଷୀନେତା ସ୍ୱର୍ଗତ ଡା. ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଚାଷୀଙ୍କ ଅର୍ଥେ କାମ କରିପାରିଲେ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡା. ସୁଧିର ପରିଚ୍ଛା ଥିଲେ ଏକ ମହାନ ଚାଷୀନେତା । କେବଳ ଆମ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟର କୃଷକଙ୍କର ସ୍ୱାର୍ଥ ପାଇଁ ସେ ଲଢୁଥିଲେ । ତାଙ୍କ ଭଳିଆ ଅଦମ୍ୟ ସାହାସି ଚାଷୀ ନେତା
Read More...

ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌରାଞ୍ଚଳ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣନଗରଠାରେ ପରିଷଦ ସଭାପତି ପରୀକ୍ଷିତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଭିତ୍ତି ପ୍ରସ୍ତର
Read More...

ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ସମାଜସେବୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା - କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କୋଦୋଭଟାଠାରେ ଥିବା ପଥପ୍ରାନ୍ତ
Read More...

ବେଆଇନ ବାଲି, ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୨ ଟ୍ରାକ୍ଟର ମାଲିକ ଠାରୁ ୨୦,୨୨୨ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସକାଳେ ସରଗଡା ନଦୀରୁ ଏକ ଟ୍ରାକ୍ଟର (ଓଡ଼ି ୦୩ଟି ୩୭୯୪)ରେ ବାଲି ଚାଲାଣ କରୁଥିବା ବେଳେ ରତନପୁର ନିକଟରେ ଓ ଘୁଚିପାଲିରୁ ପଥର ଚୋରାଚାଲାଣ ବେଳେ ଘୁଚିପାଲି ନିକଟରେ ଏକ ଟ୍ରାକ୍ଟର (ଓଡି ୧୭ବି ୦୬୩୦) ଗାଡ଼ି ଉପରେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନିଶୁକ୍ଳ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ମହନ୍ତ ମାହାରାଜଙ୍କ ଆଶୀର୍ବାଦରେ ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗରିବ ୯ ଜଣ ପିଲାଙ୍କ ନିଶୁକ୍ଳ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟ
Read More...

ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେ ୨୦ ଓ ୨୧ ଦୁଇ ଦିନ ଧରି ଗୋଆର ସାଗ କମ୍ପାଲ ଇନ୍‌ଡୋର ଷ୍ଟାଡିୟମରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ର ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । କରାଟେ
Read More...

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର
Read More...

ରେଳ ଲାଇନ ଦୋହରୀକରଣ ସରିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ଦେଖାଯାଉନାହିଁ । ଇତି ମଧ୍ୟରେ ଟିଟଲାଗଡରୁ ବଲାଙ୍ଗିର ଏବଂ ବଲାଙ୍ଗିରରୁ ବରଗଡ଼ ଜିଲ୍ଲାର ବରପାଲି ଷ୍ଟେସନ ପର୍ଯ୍ୟନ୍ତ ଲାଇନ ଦୋହରୀକରଣ
Read More...