Monthly Archives

May 2022

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

• ମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ କାର୍ପାସ ପରିଷଦ ଗଠନ ଘୋଷଣା ; ସୁରେଶ ଭାଇ କୋଟାକଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଏହି ଅଣଆନୁଷ୍ଠାନିକ ସଂଗଠନ• ପରିଷଦରେ ବୟନ, କୃଷି, ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଦସ୍ୟ
Read More...

କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀଙ୍କୁ ଗିରଫ ଦାବୀ ନେଇ ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ସଂନ୍ଧ୍ୟା ୭ଟା ସମୟରେ ହାତିଶାଳପଡ଼ା ସ୍ଥିତ ଓଡିଶା ଭବନଠାରୁ ଏକ ନୀରବ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସ୍ୱର୍ଗତ ଇଂ ସୁରେଶ ଚନ୍ଦ୍ର
Read More...

ମା’ ଭୈରବୀ ବସ କର୍ମଚାରୀ ସଂଘର ବଦାନ୍ୟତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମା' ଭୈରବୀ ବସ ଚାଳକ ସଂଘ ତାର ବଦାନ୍ୟତା ବଜାୟ ରଖିଛି । ବିଭିନ୍ନ ସମୟରେ ଅସୁବିଧାକୁ ସାମ୍ନା କରୁଥିବା ବସ କର୍ମଚାରୀଙ୍କୁ ସହାୟତାର ହାତ ବଢାଉଛି । ଟ୍ରାଭେଲ୍ସ ନାମକ ଏକ ଘରୋଇ ବସର କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ରମେଶ ଡାକୁଆ (୫୫ବର୍ଷ)ଙ୍କ
Read More...

ବୌଦ୍ଧ‐କନ୍ଧମାଳ ସୀମାନ୍ତ ଖଡଙ୍ଗ ନଦୀରେ ଲାଗିଲା ମାଓ ପୋଷ୍ଟର

ବୌଦ୍ଧ, (ବଂଶୀଧର ମାଝୀ) : କିଛି ମାସର ନୀରବତା ପରେ ପୁଣିଥରେ ନିଜର ଉପସ୍ଥିତି ଜାହିର କଲା ମାଓ ସଂଗଠନ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲଣ୍ତାଗାଁ ପାର୍ଶ୍ବ ଖଡ଼ଙ୍ଗ ନଦୀ ସେତୁ ଉପରେ ଲାଗିଛି ମାଓ ପୋଷ୍ଟର । ଏକ ଲାଲ ରଂଗର ବ୍ୟାନର ଲାଗିଥିବା ବେଳେ ଦୁଇଟି ପୋଷ୍ଟର ମାଟିରେ ରଖା ଯାଇଥିଲା ।
Read More...

ଇନ୍ଦୁପୁର ଗ୍ରାମର ଶିବମନ୍ଦିରରେ ଚୋରି ଅଭିଯୋଗ

ପୋଲିସ ପ୍ରଶାସନ ପକ୍ଷରୁ କଡାକଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ
Read More...

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରତିଷ୍ଠା ହେଲା ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ସରକାରଙ୍କ ମାଇଲ୍‌ଖୁଣ୍ଟ ସ୍ଥାପନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ନିମନ୍ତେ ଚିତ୍ରକୋଣ୍ଡା ଠାରେ ଏବଂ ମୟୁରଭଂଜ ଜିଲ୍ଲାର କୁଳିଅଣା
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଟାବାଂଜି
Read More...

କଲେଜ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ଘଟଣା : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

ମନି ରିସିଭ, କେସ୍‌ ବୁକ୍‌ ଓ ବ୍ୟାଙ୍କ ସଞ୍ଚୟ ଖାତାର ବିବରଣୀ ଜବତ  ସଇଁତଲା, (ପ୍ରମୋଦ ସେଲମା) : ଚଳିତ ବର୍ଷ +୩ ପ୍ରଥମ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲା କୁଇକେଡ଼ା ପଞ୍ଚାୟତ ଅଞ୍ଚଳର ଜୈନିକା ଆଦିବାସୀ କଲେଜ ଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରିବା ସତ୍ୱ
Read More...

ଲାନ୍ଥବୁଢ଼ା ପୂଜା ସାରି ଫେରୁଥିବା ବେଳେ ଅଘଟନ : ବଜ୍ରପାତରେ ଜଣେ ମୃତ, ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଭୁବନ ଓରଫ ମାଟୁ (୪୨) ବୋଲି ଜଣାପଡିଛି । ତାଙ୍କ ଘର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମରେ । ସେ ପୂଜା କରିବା ପାଇଁ
Read More...

ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ସୂଚନା ନିମନ୍ତେ ମାର୍ଗ ଦର୍ଶିକା ପୁସ୍ତକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ, ୨୦୧୩ ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ବିଭିନ୍ନ ଉପାଦେୟ
Read More...