ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ୟର ବିପଣୀ ଉଦ୍ଘାଟିତ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲର ଚାରିଛକଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତାରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟର ବିପଣୀକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉଦ୍ଘାଟନ କରିଛନ୍ତି । ଏହି ଆଉଟ୍ ଲିଟ ବା!-->…
Read More...
Read More...