Monthly Archives

April 2022

ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ

କାମାକ୍ଷାନଗର : କାମାକ୍ଷାନଗର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ କାର ମର୍ମନ୍ତୁଦ ଦୁର୍ଘଟଣା ଘଟାଇଥିବା ଖବର ମିଳିଛି । ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି । ମୃତକ ଜଣକ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ସନ୍ତୋଷ ସାସମଲ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,
Read More...

ନୀଳଗିରି ସାମ୍ବାଦିକଙ୍କୁ ମେଡିକାଲରେ ବେଡି ପକାଇବା ଘଟଣାକୁ ନିନ୍ଦା କଲା ଏଏସଏମ୍‌ଏନ୍‌ଆଇ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମ୍ବାଦ ଓ କନକ ନ୍ୟୁଜ୍‌ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରି ପୋଲିସ୍‌ ମାରପିଟ୍‌ କରିବା ସହ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା ଦ୍ୱାରା ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପାନ୍ତ ଅଞ୍ଚଳରେ 'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା' ଯୋଜନା ଦ୍ବାରା ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ଅଧିକ ସୁନିଶ୍ଚିତ ହୋଇପାରୁଛି। ନୂଆପଡ଼ାରେ ଏକ ଦୁଇଦିନିଆ (ଏପ୍ରିଲ ୮ ଓ ୯ ତାରିଖ) ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଏଥିରେ
Read More...

କୋଭିଡ୍‌-୧୯ରେ ମୃତ୍ୟୁବରଣ ବ୍ୟକ୍ତିଙ୍କ ନିମନ୍ତେ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ବିପର୍ୟ୍ୟୟ ସହାୟତା ରାଶି ପାଣ୍ଠିରୁ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି । ମଇ ୨୮ ତାରିଖ ଆବେଦନର ଶେଷ ତାରିଖ ଅଟେ । ଆବେଦନ କରିବା ପାଇଁ ଏହି ଲିଙ୍କ କ୍ଲିକ
Read More...

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ରେ ସାମିଲ ହେଲା ନୂଆପଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : 'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା' କାର୍ଯ୍ୟକ୍ରମ ଜରିଆରେ ନୂଆପଡ଼ାର ଲୋକମାନଙ୍କୁ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାରେ ସ୍ଵତନ୍ତ୍ର ଚିକିତ୍ସା ଶିବିର ଆରମ୍ଭ ହୋଇଛି । ୫ଜଣିଆ ବରିଷ୍ଠ ବିଶେଷଜ୍ଞ ଡାକ୍ତରୀ ଦଳ ଜିଲ୍ଲା
Read More...

ରୋଗ ନିରୂପଣ ଓ ନିଦାନ ସେବା ଉପଲବ୍ଧ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସ ୬ ତାରିଖରୁ ୮ଜଣିଆ ବିଶେଷଜ୍ଞ ଦଳ ଜିଲ୍ଲା ଗସ୍ତ କରି ରୋଗ ନିରୂପଣ ଓ ନିଦାନ ସେବା ଉପଲବ୍ଧ କରାଉଛନ୍ତି । ଉପାନ୍ତ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବରୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ
Read More...

ଉତ୍କଳ ରତ୍ନ ପ୍ରତିଭା ସମାରୋହ ଆସନ୍ତା ୧୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ, ସହର ତଥା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ରତିଭା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ 'ଉତ୍କଳ ରତ୍ନ ପ୍ରତିଭା ସମାରୋହ 'ଆସନ୍ତା ୧୦ତାରିଖ ଦିନ ଅପରାହ୍ନ ୪ଟା ୩୦ ମିନିଟରେ ସେକ୍ଟର ୨ ସ୍ଥିତ
Read More...

ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା : ବରଗଡ଼ରେ ଜାବର ତୀବ୍ର ପ୍ରତିବାଦ, ଜିଲ୍ଲା ସାରା…

କଳା ବ୍ୟାଚ ପରିଧାନ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନୀଳଗିରିରେ ପୋଲିସର ସାମ୍ବାଦିକଙ୍କ ପ୍ରତି ଅମାନବୀୟ ନିର୍ଯ୍ୟାତନା ପ୍ରତିବାଦରେ ଗତକାଲି ବରଗଡ ଜିଲ୍ଲାରେ
Read More...

ସାମ୍ବାଦିକ ଲୋକନାଥ ଦଲେଇଙ୍କ ସହ ପୋଲିସର ଅମାନବୀୟ ବ୍ୟବହାର ଘଟଣାର ପ୍ରତିବାଦରେ କଳା ବ୍ୟାଜ ପରିଧାନ ସହ କଳା ଦିବସ…

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଲେଇଙ୍କୁ ପୋଲିସର ଅମାନବୀୟ ଆକ୍ରମଣ ସହ ଗୋଡ଼ରେ ବେଢ଼ି ପକାଇ ମାଡ଼ ମାରିଥିବା ଘଟଣା ସମଗ୍ର ରାଜ୍ୟ ପାଇଁ ଏକ ଲଜ୍ୟାର ବିଷୟ । ଯେଉଁ ସାମ୍ବାଦିକ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ଖାତିର ନକରି ଖବର
Read More...