Daily Archives

ନିବନ୍ଧ ପ୍ରତିଯୋଗିତାରେ ଅନୁଶ୍ରୀ ସାହୁ ସର୍ବଭାରତୀୟ ସ୍ତରରେ ପ୍ରଥମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟା ଭାରତୀ ଏବଂ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନିବନ୍ଧ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁରର ଛାତ୍ରୀ ଅନୁଶ୍ରୀ ସାହୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନୀତ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୩ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ
Read More...

ଆଦିବାସୀ ଛାତ୍ରୀ ନିବାସ ପାଲଟିଛି ଭୂତକୋଠି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମଠାରେ ୨୦୧୨-୧୩ ମସିହାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇଥିବା ବେଳେ ଆଜିକୁ ୧୦/୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ଏଠି ନ ଥିବାରୁ ଏହା ଭୂତକୋଠି ଓ ମଦୁଆ ମାନଙ୍କ
Read More...

ଚାଇଲ୍ଡଲାଇନ ତରଫରୁ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଚାଇଲ୍ଡଲାଇନ ମାଧ୍ୟମରେ ନୂଆପଡା ବ୍ଲକ ସ୍ଥିତ କୋଦୋମେରି ନେତାଜୀ ସରକାରୀ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ମମତା ପୁଞ୍ଜିଙ୍କ ଅଧକ୍ଷତାରେ ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ମମତା ପୁଞ୍ଜି, ଚାଇଲ୍ଡଲାଇନର
Read More...

ନୂଆପଡା ଜିଲ୍ଲା ନେସନାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ନୂଆପଡା ଜିଲ୍ଲାପାଳ ସ୍ୱାଧାଦେବ ସିଂ ଉଦ୍‌ଘାଟନ କରିଥିବା ବେଳେ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୧୭ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୬୯ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ(ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ ଓ
Read More...

ହତ୍ୟାକାଣ୍ଡ ଘଟଣା ପରେ ଆଉ ଏକ ଅଭାବନୀୟ ଘଟଣା : ହଂସପୁର ଗ୍ରାମରେ ଉତ୍ତେଜନା ପରିସ୍ଥିତି

• ଘଟଣା ସ୍ଥଳରେ ଗଞ୍ଜାମ ଏସ୍‌ପି ପହଞ୍ଚି ପରିସ୍ଥିତିକୁ ସୁଧାର ଆଣିବା ନିମନ୍ତେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି• ଆନ୍ଦୋଳନ ପ୍ରତ୍ୟାହୃତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ଯୁବ ସିମେଣ୍ଟ ବ୍ୟବସାୟୀ
Read More...

ଛତିଶଗଡ଼ ଯୁବକଙ୍କ କଂସାରିଗଣ୍ଡ ଜଳରେ ବୁଡ଼ି ମୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଗଙ୍ଗାପୁର ଗ୍ରାମକୁ ଏକ ଭୋଜି ଖାଇବାକୁ ଆସି ଋଷିକୂଲ୍ୟା କଂସାରୀଗଣ୍ଡରେ ବୁଡି ଯାଇଛନ୍ତି ଜଣେ ଛତିଶଗଡ଼ ଯୁବକ । ଯୁବକଙ୍କ ପରିବାରଙ୍କୁ ଖବର ଦିଆଯାଇଛି । ପରିବାରରେ ଏବଂ ଉକ୍ତ ଗ୍ରାମରେ ଶୋକ ସାଗରରେ ବୋହିଯାଇଥିବା ଏକ ହୃଦୟବିଦାରକ
Read More...

ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବିଜ୍ଞାନ ମେଳା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍ଥାନୀୟ ସତ୍ୟନଗର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ମେଳାରେ ୨୦୦ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ
Read More...

ଅସଭ୍ୟ ପରମ୍ପରା ଓ ରେଗିଂ

ଆନଂଦ ଚଂଦ୍ର ସାହୁ ଗୁଡ଼ାଏ ଅସଭ୍ୟ ପରମ୍ପରାରେ ଉବୁଟୁବୁ ଆଜି ଯୁବ ସମାଜ, ଯାହା ଫଳରେ କଳଙ୍କିତ ଘଟଣା ଦୁର୍ଘଟଣା ଯୁବ ସମାଜର ପିଛା ଛାଡ଼ୁନି । ବହୁ ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଛି ଅବେଳରେ ଖାସ୍‌ ଏଭଳି ଅସଭ୍ୟ ପରମ୍ପରା ଯୋଗୁଁ । ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ରେଗିଂ ଭଳି
Read More...