ଅଗ୍ନି ବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ସହାୟତା
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ ରାତ୍ରି ସଂନ୍ଧ୍ୟା ସମୟରେ କୌଣସି ଏକ କାରଣରୁ ଡେଲାଂଗ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମସ୍ତ ଆସବାବ, ଜରୁରୀ କାଗଜପତ୍ର,!-->…
Read More...
Read More...