Monthly Archives

March 2022

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଭିଡ଼ି କନ୍‌ଫରେନ୍ସିଂ ମାଧ୍ୟମରେ ଏକ
Read More...

ଅପରେସନ ଗଙ୍ଗା

ସୌମେନ୍ଦ୍ର ଜେନା ରୁଷିଆ- ୟୁକ୍ରେନ ଯୁଦ୍ଧକାଳରେ ୟୁକ୍ରେନର ଭିନ୍ନ ଭିନ୍ନ ସହରଗୁଡିକ ରୁଷସେନାର ଆକ୍ରମଣରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ଚାରିପଟୁ ଘେରିଯାଇ ଆକ୍ରମଣ କରିବାଲାଗି ରୁଷସେନା ଯୋଜନା କରି ସହରଗୁଡିକରେ ସଡକପଥ, ବିଦ୍ୟୁତ, ସୁରକ୍ଷା, ଯୋଗାଯୋଗ,
Read More...

ପଞ୍ଜାବରେ ଆପ୍‌ର ବାଜିମାତ : ବରଗଡରେ ବିଜୟ ଉତ୍ସବ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଆକର୍ଷଣୀୟ ବିଜୟ ପରେ ଏହାର ପ୍ରଭାବ ବରଗଡରେ ଦେଖିବାକୁ ମିଳିଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଆପ୍‌ର ସମର୍ଥକମାନେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି । ପଂଜାବର ନିର୍ବାଚନ ଫଳ ସାରା
Read More...

କୁଡାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଭାବେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସାହୁ ଆଜି ଦାୟିତ୍ଵ ନେଇଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢେଇଙ୍କ ଉପସ୍ଥିତିରେ ପୂର୍ବ ସରପଞ୍ଚ କପିଳ ନନ୍ଦଙ୍କଠାରୁ
Read More...

ପୁଇଁତୋଳାରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଝୁଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି । ପାର୍ଥୀପତ୍ର ଯାଞ୍ଚ ସରିବା ପରେ ବିଜେଡି ପ୍ରଚାରରେ ଆଗୁଆ ରହିଥିବା ଜଣାପଡିଛି । ଗୁରୁବାର ପୁଇଁତୋଳା ୱାର୍ଡ ନଂ ୮ ଓ ୯ରେ ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ ୱାର୍ଡ
Read More...

ଚନ୍ଦ୍ରମଣି ପଟେଲଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ବାପା ଚନ୍ଦ୍ରମଣି ପଟେଲଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କ ବଡ଼ ଭାଇଙ୍କ ବିୟୋଗ ହୋଇଥିଲା ।
Read More...

ଦଳିତ ସାମ୍ବାଦିକଙ୍କୁ ଆକ୍ରମଣକାରୀକୁ ଗିରଫ ଦାବୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଆମ୍ବେଦକର ୱାରିୟର ସଂଗଠନର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲଘଂନ ପ୍ରସଙ୍ଗରେ ଖବର ପ୍ରକାଶିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି, ଯାହା ଗଣମାଧ୍ୟମର କଣ୍ଠରୋଧ ଅଟେ । କେତେକ ଘଟଣାର
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୩୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ଗଛରୁ ପଡି ବୃଦ୍ଧଙ୍କ ମୃତ୍ୟୁ

ଧର୍ମଗଡ଼ : କୋକସରା ଥାନା ବୋବରିଆ ଛକ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ପଡ଼ି କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ତ୍ରିନାଥ ବେମାଲ ଗତକାଲି ସନ୍ଧ୍ୟାରେ ଘରୁ ବାହାରି
Read More...

ଲଘୁ ଖଣିଜ ଚାଲାଣ ବେଳେ ୧୬ଟି ହାଇୱା ଜବତ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ମଧ୍ୟ ଦେଇ ପ୍ରତିଦିନ ଅବାଧରେ ବାଲି, ପଥର ଏବଂ ମୋରମ ଚାଲାଣ ହେଉଥିବା ଖବର ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ନିୟୋଜିତ ସାଧାରଣ ପ୍ରତିରକ୍ଷା ବାହିନୀ ଏବଂ ଆଠଗଡ଼ ତହସିଲର ମିଳିତ ଚଢାଉରେ ୧୬ଟି ବାଲି, ମେଟାଲ୍, ବୋଲ୍ଟର ବୋଝେଇ ହାଇୱା ଜବତ
Read More...