Monthly Archives

March 2022

ଶାନ୍ତିପଡାରେ ଜିଲ୍ଲା ବଡି ବିଲ୍‌ଡିଙ୍ଗ୍‌ ଏବଂ ପୁରୁଷ ଫିଜିକ୍ ଚାମ୍ପିଅନସିପ୍ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଗତ ବିଳମ୍ବିତ ରାତିରେ ଟାଇଗର ୟୁଥ୍‌ କ୍ଲବ ଏବଂ ଏମ୍‌ ଏମ୍‌ ଫିଟ୍‌ନେସ୍‌ର ମିଳିତ ଉଦ୍ୟମରେ ଜିଲ୍ଲା ବଡି ବିଲ୍‌ଡିଙ୍ଗ୍‌ ଏବଂ ପୁରୁଷ ଫିଜିକ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ବଥର୍ଲା ଛକ ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡର ବଥର୍ଲା ଛକ ନିକଟରେ ନୋ ଏଣ୍ଟ୍ରି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ଆରୋହୀ ମାନେ ଦୁର୍ଘଟଣାର ଶିକାର ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ବାଇକ ଆରୋହୀଙ୍କୁ ଗୁରୁତର
Read More...

ସେଞ୍ଚୁରିୟନ ବିଦ୍ୟାଳୟରେ ‘ଫୁଡ଼ ଫେଷ୍ଟିଭାଲ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନର ଲକଡାଉନ ଅବଧି ଶେଷ ହେଲା ପରେ ବିଦ୍ୟାଳୟ ଗୁଡିକ ଖୋଲିଛି ଏବଂ ଏହା ଛାତ୍ର ଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଛି । ଏହି ଉତ୍ସାହ, ଉଦ୍ଦୀପନାକୁ ବଜାୟ ରଖିବା ପାଇଁ ତଥା ସୃଜନଶୀଳତା ବୃଦ୍ଧି କରିବା ପାଇଁ ଆଜି ସେଞ୍ଚୁରିୟନ
Read More...

ବଲାଙ୍ଗିରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
Read More...

ମଦ୍ୟପ ଡ୍ରାଇଭର ହଟହଟା : ଗ୍ୟାସ ବୋଝୋଇ ଟ୍ରକ ରାସ୍ତାକଡର ସର୍ଭିସ ଲାଇନ ତାର ଛିଣ୍ଡାଇଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ମଦ୍ୟପ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ଗାଡି ଚଲାଇ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ରାତିରେ ମଦ୍ୟପ ଡ୍ରାଇଭର ହାଲୁଲି ନାଏକ ଗ୍ୟାସ ବୋଝୋଇ ଏକ ଟ୍ରକ ଚଲାଉ ଥିବା ବେଳେ ସୁଦପଡା ଭାଟି ନିକଟରେ ରାସ୍ତାକଡରେ ଥିବା ସର୍ଭିସ
Read More...

ନିଦ୍ୱର୍ନ୍ଦରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ପଦ ହାସଲ କଲା ବିଜେଡି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି । ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା
Read More...

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ସମ୍ବର୍ଦ୍ଧିତ

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଓ ହାଇକୋର୍ଟ ଅଫ୍ ଓଡ଼ିଶାର ଖ୍ୟାତିସଂପନ୍ନ ଆଇନଜୀବୀ ଡକ୍ଟର ଅଶୋକ ବାନାର୍ଜୀ ଓ ତାଙ୍କ ଧର୍ମପତ୍ନୀ ମଧୁମିତା
Read More...

ଗଂଦିଆ ବ୍ଲକ ଅଧକ୍ଷା ହେଲେ ବିଜେଡି ପ୍ରାର୍ଥନୀ ରୀନାରାଣୀ ଖଟୁଆ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅଧ୍ୟକ୍ଷା ଭାବେ ରୀନା ରାଣୀ ଖଟୁଆ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ମନ୍ଦାର ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟା ରୀନାରାଣୀ ଖଟୁଆ ଏକ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସୁଧୀର
Read More...

କଳ୍ପନା ଜଳ୍ପନାର ପରିସମାପ୍ତି : ଦୟାନିଧି ଖମାରୀ ହେଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଧ୍ୟକ୍ଷ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନାର ସମାପ୍ତି ହୋଇଛି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତ ଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ହେବାକୁ ମ୍ୟାଜିକ ସଂଖ୍ୟା ଦରକାର ଥିଲା ୧୪ । ଅଧ୍ୟକ୍ଷ ପଦବୀ ପାଇଁ ବ୍ଲକର ୨ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର
Read More...

ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ବିଜେଡି ସମର୍ଥିତ ଶ୍ରୀମତୀ ନିରୁପମା ପଟେଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବ୍ଲକର ମୋଟ ୨୧ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଆଜି ୧୪ ଜଣ ଉପସ୍ଥିତ ଥିବା ବେଳେ ୭ ଜଣ ଅନୁପସ୍ଥିତ ଥିଲେ । ନିରୁପମା ପଟେଲ ବିଜେଡି ସମର୍ଥିତ
Read More...