Monthly Archives

March 2022

ବଲାଙ୍ଗିର ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଇ-ପାଠଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନଲାଇନ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ବଲାଙ୍ଗିର ତରଫରୁ ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଷୟ ଥିଲା, “ବିବେକାନନ୍ଦଙ୍କ ଦୃଷ୍ଟିରେ ସମାଜ ସଂସ୍କାର” । ଏହି ଆଧ୍ୟାତ୍ମିକପୂର୍ଣ୍ଣ ସଭାକାର୍ଯ୍ୟରେ
Read More...

ପିଆଇବି ଭୁବନେଶ୍ୱର ପକ୍ଷରୁ ପୁରୀଠାରେ ଦିନିକିଆ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

● ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ : ପିଆଇବି ଡିଜି ଭୂପେନ୍ଦ୍ର କେଁଥୋଲା ଭୁବନେଶ୍ୱର, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ପୁରୀ ଠାରେ ଏକ
Read More...

ଦେଓଗାଁ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଶେଷ : ଉପାଧ୍ୟକ୍ଷା ହେଲେ ସୂର୍ଯ୍ୟକାନ୍ତି ଛତ୍ରିଆ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କିଏ ହେବେ ଉପାଧ୍ୟକ୍ଷ ତାହାକୁ ନେଇ ହୋଇଥିବା କଳ୍ପନା ଜଳ୍ପଳା ବୁଧବାର ଶେଷ ହୋଇଛି । ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରଠୁ କିଏ ଉପାଧ୍ୟକ୍ଷ ପଦବୀକୁ ନେଇ ବିଭିନ୍ନ ଆଲୋଚନା ଲାଗି ରହିଥିଲା । ପରିଶେଷରେ କଂଗ୍ରେସ ସମର୍ଥିତ ତଥା
Read More...

ପୌର ପରିଷଦ ନିର୍ବାଚନ : ଭୋଟ ଗ୍ରହଣ ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭୋଟ କାର୍ଯ୍ୟ ପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ ତାଙ୍କ ଦଳ ବୁଥ ଗୁଡିକରେ ପହଞ୍ଚି ଥିବା ବେଳେ
Read More...

ବିଜାଖୋଲ ଜଂଗଲରେ ହାତୀ ଶାବକର ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି ।
Read More...

ଜିଲ୍ଲାସ୍ତରୀୟ ବାଲ୍ୟବିବାହ ନିରାକରଣ ରଣନୀତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଏବଂ ସେଚ୍ଛାସେବୀ ଅନୁଷ୍ଠାନ ରେଆରର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତି ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ରଣନୀତି
Read More...

ପୌର ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲାର ସମସ୍ତ ବୁଥ୍‌କୁ ଇଭିଏମ୍‌ ମେସିନ ପହଞ୍ଚିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୪୨ଟି ୱାର୍ଡରେ ୨୫୦ଟି ବୁଥ୍‌ରେ ୨ଲକ୍ଷ ୫୫ହଜାର ୩ ଶହ ୨୬ ଜଣ ଭୋଟର ନିଜେ ନିଜର ମତ ସାବ୍ୟସ୍ତ କରିବେ । ସେହିପରି ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ
Read More...

ଓଡିଆ ଭାଷା ବିକାଶ ମଞ୍ଚର ସହିଦ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସହିଦ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ
Read More...

ଲଗାତାର ଦୁଇ ଥର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହେଲେ ମହାନ୍ତି ଦମ୍ପତ୍ତି

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ତୁଲାପଡା ସମିତି ସଭ୍ୟ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) । ୨୦୧୭ରେ ମଧ୍ୟ ଶ୍ରୀ
Read More...

ଦୁଇ ମହିଳାଙ୍କ କବଜାରେ ତୁରେକେଲା ବ୍ଲକ : କଂଗ୍ରେସର ସମର୍ଥନରେ ଭାଜପା ସମର୍ଥିତ ଧନମତି ଖୁରା ହେଲେ ତୁରେକେଲା ବ୍ଲକ…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାଧ୍ୟକ୍ଷା ନିର୍ବାଚନୀ ବୁଧବାର ଦିନ ବ୍ଲକ କାର୍ଯ୍ୟାଳରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସମର୍ଥିତ ୯ ଜଣ ସମିତି ସଭ୍ୟା/ସଭ୍ୟଙ୍କ ସମର୍ଥନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଧନମତି ଖୁରା ୧୩ ଗୋଟି ଭୋଟ ପାଇ
Read More...