Monthly Archives

March 2022

ବିଧାନ ପରିଷଦ ଚିଠି ହଜିବା ପ୍ରସଙ୍ଗ : ନୂଆ ଚିଠି ଉପରେ ବିଚାର ଚାଲିଛି

ସାଢେ ତିନି ବର୍ଷ ତଳର ଚିଠି ଗଲା କୁଆଡେ : ପ୍ରଶ୍ନ କଲେ ହେମନ୍ତ ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ୬ ସେପ୍ଟେମ୍ବର ୨୦୧୮ରେ ସମ୍ବିଧାନର ଧାରା ୧୬୯ (୧) ଅନୁଯାୟୀ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ମତରେ ପ୍ରସ୍ତାବ ପାସ ହୋଇଥିଲା । ବିଧାନସଭା
Read More...

ଭୋଟ ଦେଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଚଂଳ ୱାର୍ଡ ନମ୍ୱର ୨୧ ସରକାରୀ ମହିଳା ମହାବିଦ୍ୟାଳୟ ବୁଥରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ତାଙ୍କ ପୁଅ ଅର୍କେଶ ନାରାୟଣ ସିଂଦେଓ ଭୋଟ ଦେଇଛନ୍ତି ।
Read More...

ପାଟଣାଗଡ ଏନ୍‌ଏସି ନିର୍ବାଚନରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପାଟଣାଗଡ଼ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ନିର୍ଧୁମ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନ ପାଇଁ କୋଲପଡା ବୁଥ୍‌ ନଂ ୧ରେ ଆଜି ମତଦାନ ସମୟରେ ଟଙ୍କା ବାଣ୍ଟୁଥିବା ଅଭିଯୋଗକୁ ନେଇ ବିଧାୟକ ସରୋଜ କୁମାର ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ମାଡ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୋଲିସ
Read More...

ବରପାଲି ମହାବିଦ୍ୟାଳୟରେ ସ୍ଵାଗତ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।
Read More...

ସ୍ୱର୍ଗତ ବିନୋଦ ବିହାରୀ ହେର୍ଣ୍ଣାଙ୍କ ସ୍ମୃତିସଭା ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ବିଶିଷ୍ଟ ସମାଜସେବୀ ବିନୋଦ ବିହାରୀ ହେର୍ଣ୍ଣାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଏହି ବ୍ଲକ ଅର୍ନ୍ତଗତ କଇଁଟପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ୱର୍ଗତ ହେର୍ଣ୍ଣାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା
Read More...

ସିନାପାଲି ବ୍ଲକ ଉପାଧ୍ୟାକ୍ଷା ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶ୍ରୀମତୀ ମୀନା ଘିଭେଲା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାଧ୍ୟକ୍ଷା ଭାବେ ଲିଟିଗୁଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ମିନା ଘିଭେଲା ନିର୍ଦ୍ୱନ୍ଦ୍ୱରେ ବିଜୟୀ ଲାଭ କରିଛନ୍ତି । ଶ୍ରୀମତୀ ମୀନା ଘିଭେଲାଙ୍କ କହିବା ଅନୁସାରେ ଆମ ପରିବାର କଂଗ୍ରେସ ଦଳର ସମର୍ଥକ ହୋଇଥିବାରୁ
Read More...

ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଆଲୋଚନାଚକ୍ର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜାଦୀ କା ଅମୃତ ମହୋତ୍ସବକୁ ନେଇ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦରେ ଚାଲିଛି ମତଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌରାଂଚଳରେ ଆଜି ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଲୋକେ ଖୁବ୍ ଉତ୍ସାହର ସହ ଭୋଟ ଦେଉଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ମତେ ମଧ୍ୟାହ୍ନ ସୁଦ୍ଧା ୩୫ ପ୍ରତିଶତ ମତଦାନ ହାର ରହିଛି । ସୁବର୍ଣ୍ଣପୁର ପୌର
Read More...

ଯୁବ ହଷ୍ଟେଲସର ଶହୀଦ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉତ୍ସବରେ ୧୯୩୧ ମସିହା ଆଜିର ଦିନରେ ଭାରତମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହୀଦ ଏ ଆଜମ
Read More...

କବୟିତ୍ରୀ ଶ୍ରୀମତୀ ସାବିତ୍ରୀ ସାହୁ ପାଇଲେ ରାଜ୍ୟସ୍ତରୀୟ ଗଳ୍ପ ସମ୍ମାନ-୨୦୨୨

ପାଟଣାଗଡ଼, (ଗୋରେଖନାଥ ବରିହା) : ୪୫ତମ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାବେଶ ତଥା ସାରସ୍ୱତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରତିଷ୍ଠାତା
Read More...