Monthly Archives

March 2022

ଷଡ଼ ବଂଶୀୟ ଗୋଣ୍ଡ ସମାଜର ସାଧାରଣ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୋଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜର ସର୍ବାଙ୍ଗୀନ ବିକାଶ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଅତିରିକ୍ତ ସାଧାରଣ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କିସ୍‌ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ଶିକ୍ଷା ବର୍ଷରେ ସମସ୍ତ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବରେ ପାଠ
Read More...

ମାନବିକତା ଦେଖାଇଲେ ସଇଁତଲାର ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ : ବିଭିନ୍ନ ମହଲରେ ପ୍ରଶଂସା

ସଇଁତଲା, (ପ୍ରମୋଦ ସେଲମା) : ଆଜି ସଇଁତଲା ଥାନା କୁମ୍ଭାରୀ କାନ୍ଦୁଲସରଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ବାଇକ ମୁଁହାମୁଁହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସଇଁତଲା ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ବେଳପଡା ବ୍ଲକରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ପଡି
Read More...

ଦେଓଗାଁ ବ୍ଳକ ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଛତାପିପଲା ଆମ୍ବତୋଟା ନିକଟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ନବ ନିର୍ବାଚିତ ସରପଞ୍ଚକୁ ନେଇ ବୈଠକ ଅନୁ‌ଷ୍ଠିତ ହୋଇଥିଲା । ଏହି ବୈଠକରେ ନବ
Read More...

ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶିକେଶନ ଥିଲା : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଲିଙ୍ଗ କଲେଜ ସରକାରଙ୍କ ଏକୋଇର ବଳା ବିଶି କେଶନ ଥିଲା ବୋଲି ସୂଚନା କର୍ମୀ ହେମନ୍ତ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଯୁକ୍ତ ଦୁଇ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଭତ୍ସ ଭାବେ
Read More...

ପଲସାଗୋରାରେ ବିଶ୍ଵ ନାଟ୍ୟ ଦିବସ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା ପଲସଗୋରାଠାରେ ବିଶ୍ୱନାଟ୍ୟ ଦିବସ ଇଣ୍ଟରନେସନାଲ ଥିଏଟର, କଣ୍ଟାମାଲ ପକ୍ଷରୁ ପାଳିତ ହୋଇଯାଇଛି । ନାଟ୍ୟକାର ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆଲୋଚକ ଭାବେ ରଂଜୁ ଅମାତ, ଅନୁଷ୍ଠାନର ସଭାପତି ଜୟ କୁମାର ମହାରଣା,
Read More...

ବିଶ୍ଵ ନାଟ୍ୟ ଦିବସରେ ବିଶିଷ୍ଟ କଳାକାର ଲଲିତ ଜଗତଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା କଳାକାର ମହାସଂଘର ସାଧାରଣ ସମ୍ପାଦକ ଲଲିତ ଜଗତଙ୍କୁ ଅତାବିରା ବ୍ଲକ ଜୟନ୍ତୀ ଯୁବକ ସଂଘ ବାବେବିରା ଦ୍ଵାରା ଆୟୋଜିତ ବିଶ୍ଵ ନାଟ୍ୟ ଦିବସ ଅବସରରେ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା
Read More...

ବ୍ଲକ ସ୍ତରୀୟ ଗାଁ ସାଥୀ ବନ୍ଧୁ ମିଳନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗାଁ ସାଥୀମାନଙ୍କ ବନ୍ଧୁ ମିଳନ ସମାରୋହ କଣ୍ଟାଝୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁମିଳନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ, ଏ.ପି.ଓ
Read More...

ବାସନ୍ତିକ ସାହିତ୍ୟ ଆସର ଓ ପୁସ୍ତକ ଉନ୍ମୋଚନ

ଚଂଗରିଆ, (କେପିଏନ୍‌ଏସ୍‌) : ଜୟ ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଚଂଗରିଆଠାରେ ବାସନ୍ତିକ ସାହିତ୍ୟ ଆସର ସଭାପତି ଶୁସିଳ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡରୁ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ କବି ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଲାଠୋର ଉଚ୍ଚ
Read More...