Monthly Archives

February 2022

ପୁରୁଣା ଗଡ଼ରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ପ୍ରଚାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଜୋନ ୧ ଓ ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଭୋଟ ପ୍ରଚାରରେ ଭୋଟର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀ ୧୩ ତାରିଖ ଦିନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ ହେବାକୁ ଯାଉଅଛି । ଏଥିପାଇଁ ସେମାନେ ଗୋଟିଏ ଛୋଟ ପ୍ରତିଯୋଗିତା ରଖିଥିବା ସୂଚନା ଦେଇଛନ୍ତି । ପ୍ରତେକ ପ୍ରତିଯୋଗୀ ମାନେ
Read More...

ବିନିକା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ
Read More...

ମାନସିଂହ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ଚତୁର୍ଦ୍ଦଶ ମାସିକ କବିତା ଆସର ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ବରିଷ୍ଠ ସୁସାହିତ୍ୟିକ ତଥା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ. ଲକ୍ଷ୍ମୀନାରାୟଣ ଦାଶ
Read More...

ଚଙ୍ଗରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇଥିବା ବେଳେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ତାଲାଚାବି ଚିହ୍ନରେ ଲଢ଼ୁଥିବା ଯୁବ ସମାଜସେବୀ ସଞ୍ଜିବ ଆଜି
Read More...

ଅଜଣା ଗାଡି ଧକ୍କାରେ କାର୍‌ ଚୁର୍‌ମାର୍‌, ୩ ଜଣ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ନମ୍ବର ମହଗାଁ ରାସ୍ତା କଡ଼ରେ ଥିବା ଲିମ୍ବଗଛ ସାମ୍ନାରେ ପଛପଟୁ ଆସୁଥୁବା ଏକ ଅଜଣା ଗାଡି ଧକ୍କା ଦେଇଛି । ଘଟଣା ଯେ, ଗତ ବିଳମ୍ବିତ ମଧ୍ୟରାତିରେ ବଲାଙ୍ଗିର ପଟୁ କାର୍‌ ଆସୁଥିବା ବେଳେ ପଛ ପଟରୁ ଏକ ଅଜଣା
Read More...

ଅର୍ଥ ପର୍ଯ୍ୟବେକ୍ଷକ ପ୍ରାର୍ଥୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଖର୍ଚ୍ଚ ଖାତା ଯାଞ୍ଚ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ଖାତାକୁ ଆଜି ଖର୍ଚ୍ଚ ପର୍ଯ୍ୟବେକ୍ଷକ ତଦାରଖ କରିଛନ୍ତି । ଡେଲାଙ୍ଗ ବ୍ଲକ ବିଜୁ
Read More...

ତସଲିମା ନସରିନଙ୍କୁ ଫେସବୁକ୍‌ ପୁଣି ମୃତ ଘୋଷଣା କଲା

ନୂଆଦିଲ୍ଲୀ : ନିଜ ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୂଳ ବାଙ୍ଗଲାଦେଶୀ ପ୍ରସିଦ୍ଧ ଲେଖିକା ଓ ମାନବାଧିକାର କାର୍ଯ୍ୟକର୍ତ୍ତା ତସଲିମା ନସରିନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତସଲିମା ନସରିନଙ୍କ ଫେସବୁକ ଆକାଉଣ୍ଟ ରିମେମ୍ବରିଙ୍ଗ୍‌ ହୋଇଯାଇଛି, ଯେଉଥିପାଇଁ ତସଲିମା
Read More...

ଶାନ୍ତି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଗାଁର ଶାନ୍ତି ମିଶ୍ର (୭୨)ଙ୍କ ଆଜି ଭୋର ୩.୩୦ରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବାରୁ ବରଗଡ଼ ବିକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କର ଦୁଇପୁଅ ବିଜୟ, ସଂଜୟ ଓ ଚାରି ଝିଅ । ଗାଁ
Read More...

ପାଣ୍ଡବ ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମନ୍ତ୍ରୀ ଟୁକୁନୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀର ସଇଁତଲା ବ୍ଲକର ୩୨ ନଂ ଜୋନ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ପାଣ୍ଡବ ସାହୁଙ୍କ ପାଇଁ ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର ଆରମ୍ଭ କରିଛନ୍ତି । ଏହି
Read More...