Monthly Archives

February 2022

ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ

ପାରାଦୀପ : ପାରାଦୀପ ଭୂତମୁଣ୍ଡାଇ ଗ୍ରାମରେ ପୋଲିଂ ପାର୍ଟି ଯାଉଥିବା ବସରେ ଲାଗିଲା ନିଆଁ ଲାଗିଯିବା ଫଳରେ ୧୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭୋଟ ଥିବା ବେଳେ ଗତକାଲି ପୋଲିଂ ପାର୍ଟି ବସ୍ ଯୋଗେ ଯାଉଥିଲେ । ଭୂତମୁଣ୍ଡାଇ ଗ୍ରାମ ମଝିରେ ଥିବା ଏକ
Read More...

୨ ନକଲି ମାଓବାଦୀ ଗିରଫ

ରାୟଗଡା : ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ଦୁଇ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଟିକିରି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଗିରଫ ଦୁଇ ଜଣଙ୍କ ଘର କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି
Read More...

ପାରାଦୀପ ସନ୍ନିକଟ ଶିଳ୍ପାଞ୍ଚଳର ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଭୂମି ପୂଜନ ସମ୍ପର୍ଣ୍ଣ

ପାରାଦୀପ : ପାରାଦୀପ ବନ୍ଦରାଞ୍ଚଳ ଏବଂ ସନ୍ନିକଟ ଶିଳ୍ପାଞ୍ଚଳର ଶକ୍ତି ଆବଶ୍ୟକତା ପୂରଣ ଲକ୍ଷ୍ୟରେ ଏକ ନୂତନ ୪୦୦ କେଭି ଟ୍ରାନ୍ସମିଶନ ଲାଇନର ଆରମ୍ଭ ହୋଇଥିବା ବେଳେ ଗତକାଲି ଏହି ବ୍ୟୟ ବହୁଳ ମେଗା ବିଦ୍ୟୁତ ସରବରାହ ଲାଇନର ଭୂମି ପୂଜନ ପାରଦୀପ ଗଡ଼ ନିକଟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ନିର୍ବାଚନୀ ହିଂସା : ୨ ଆହତ

ସୋର : ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସିମୁଳିଖୋଲ ଗାଁର ଯଦୁ ସିଂ ଓ ଗଜେନ୍ଦ୍ର ସିଂ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଏନେଇ ସୋର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୭ ଆହତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ତୁର୍ଲାଖମନ​‌ରେ ଧାନ ବୋଝେଇ ଟ୍ରକକୁ ବରଯାତ୍ରୀ ଗାଡ଼ି ଧକ୍କା ଦେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୩ ଜଣ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ : ଭୋଟର୍‌ଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଭୋଟର୍‌ଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି । ଆଜି ଜିଲ୍ଲାର ବଲାଙ୍ଗିର ସଦର, ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ରେ ଭୋଟ ଗ୍ରହଣ ହେଉଥିବା ବେଳେ
Read More...

ଅନ୍‌ଲାଇନ୍‌ ଠକେଇ ବଢ଼ୁଛି, ସତର୍କ ରୁହନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍‌ଲାଇନ୍‌ ଆର୍ଥିକ କାରବାର ବ୍ୟସ୍ତବହୁଳ ଜୀବନ ପାଇଁ ନୂଆ ଆଶାର ସଂଚାର କରିଥିବା ବେଳେ ଏହାର ଫାଇଦା ନେବାକୁ ଜଗି ବସିଛନ୍ତି ସାଇବର୍‌ ଲୁଟେରା । ନାନା ପ୍ରକାର ଲଟେରୀ ଲୋଭ ଦେଖାଇ କିମ୍ବା ଟେକ୍ନିକାଲ୍‌ ବିଷୟକୁ ନେଇ ଭୂଆଁ ବୁଲାଇ ଲୋକଙ୍କ ଆକାଉଣ୍ଟରେ
Read More...

ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ ମାଧ୍ୟମରେ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୪ର୍ଥ ପର୍ୟ୍ୟାୟ ମତଦାନ ଦିବସରେ ଭୋଟ ଦେବାକୁ ଥିବା ନାଗରିକମାନେ ମତଦାନ କେନ୍ଦ୍ର ପରିସରରେ ଶାରୀରିକ ଦୂରତ୍ୱ ରକ୍ଷା କରନ୍ତୁ । ପାଟି ଓ ନାକକୁ ଘୋଡାଇ ସଠିକ୍ ଭାବରେ ମାସ୍କ ପରିଧାନ କରି ଭୋଟ କେନ୍ଦ୍ର ଆସନ୍ତୁ । ଘରକୁ ଫେରିଲେ ସାବୁନରେ ଭଲ ଭାବରେ ହାତ
Read More...

କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ତଥା ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏନେଇ
Read More...

କଳିଙ୍ଗ ଷ୍ଟାଡିଅମରେ କ୍ରୀଡା ଭିତ୍ତି ଭୂମି ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି
Read More...