Monthly Archives

February 2022

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଚାଣ୍ଟିପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର
Read More...

ଦୁର୍ଘଟଣାରେ ଚାଲିଗଲା ହିମାଂଶୁଙ୍କ ଜୀବନ : ଆଉ ଦିନ କେଇଟା ପରେ ବାଜିଥାନ୍ତା ସାହାନାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) :୧୦ ଦିନ ପରେ ବାଜିଥାନ୍ତା ସାହାନାଇ ହେଲେ ଲିଭିଗଲା ଜୀବନ ଦୀପ । ବାହାଘର ପାଇଁ ପ୍ରାୟ ସବୁକିଛି ପ୍ରସ୍ତୁତି ସରିଥିଲା । ଆଉ ୧୦ ଦିନ ପରେ ଥିଲା ବାହାଘର । ହେଲେ ବରପିଲା ଆଜି ନିଜ ସାଥୀ ସହ ବଲାଙ୍ଗିରକୁ ବାହାଘର ପାଇଁ କପଡା କିଣି ଆସୁଥିବା ବେଳେ ସାଆନ୍ତପୁର
Read More...

ନାବାଳିକାଙ୍କୁ ଅପହରଣ କରି ରାଞ୍ଚିକୁ ନେଇଗଲା ବଳାତ୍କାରୀ, ୬ ମାସ ଧରି ବଳାତ୍କାର କଲା, ୧୭ ବର୍ଷର ଝିଅ ଅନ୍ତସତ୍ତ୍ୱା

ଯଶପୁର : ଛତିଶଗଡ଼ର ଯଶପୁର ଜିଲ୍ଲାର ସନ୍ନା ପୋଲିସ ଷ୍ଟେସନ ଝାଡଖଣ୍ଡ ରାଞ୍ଚିରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ୧୭ ବର୍ଷର ଝିଅକୁ ଅପହରଣ କରି ତାଙ୍କ ସହ ଜୋର୍‌ ଜବର୍‌ଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୧୩ ଅକ୍ଟୋବର ୨୦୨୧ରେ ଜଣେ
Read More...

ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩)ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର
Read More...

ସୁମନ୍ତ ଭୋଇଙ୍କୁ ବସ୍‌ ମାଲିକ ସଂଘର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ସୁମନ୍ତ ଭୋଇଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ଶୋକର ଛାୟା ଖେଳିଯାଇଛି । ଅସମୟରେ ହଠାତ୍‌ ତାଙ୍କ ପରଲୋକ ଗମନକୁ ସଭ୍ୟମାନେ ସହଜରେ ଗ୍ରହଣ କରିପାରୁ
Read More...

କୋଭିଡ୍‌ ଗ୍ରାଫ ତଳ ମୁହାଁ : ଜିଲ୍ଲାରେ କମୁଛି ସଂକ୍ରମଣ

ସମସ୍ତେ କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ୍ ଲଗାତାର ଭାବେ ତଳମୁହାଁ ହେବାରେ
Read More...

ପଦ୍ମପୁରରେ ହେବ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କଲେଜ ରୋଡ ସ୍ଥିତ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସରେ କରାଯିବା ପାଇଁ କାଳୀ ମନ୍ଦିର କମିଟି ତରଫରୁ ଜଣାଯାଇଛି । ନିମ୍ନ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ ସ୍ଥିରୀକୃତ
Read More...

ଆସନ୍ତା କାଲି ଆରମ୍ଭ ହେବ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ଆରମ୍ଭ ହେବ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ହାଇସ୍କୁଲ ପଡିଆଠାରେ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ କପ୍‌ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି । ପ୍ରଥମ ମେଚରେ ଶାନ୍ତିପୁର ଓ ସ୍ପୋର୍ଟ ଜଂକ୍ସନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆସନ୍ତା
Read More...

ଏମ୍‌ବିବି ପଲିମର ଶିଳ୍ପାନୁଷ୍ଠାନ ଉଦଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଭଳି ଏକ ଅନୁନ୍ନତ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେରୋଜଗାର ଯୁବକ ଯୁବତୀ ତଥା ଶ୍ରମିକମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରି ଏହି ଅଞ୍ଚଳରୁ ବେକାରୀ ଦୂରୀକରଣ ଦିଗରେ କିଞ୍ଚିତ ପ୍ରୟାସ କରିଥିବା ଯୁବ ଉଦ୍ୟୋଗୀ ପଦ୍ମନାଭ ବରାଳଙ୍କୁ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ନିଲିବନ୍ଦପଡ଼ା ୱାର୍ଡ ନମ୍ବର ୨ରେ ନିଜ ସ୍ତ୍ରୀ ସହିତ ବସବାସ କରୁଥିବା ହେମକାର ସାହୁ(୬୯) ଲୁଣ ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ ସବୁଆଡେ ତାଙ୍କୁ ଲୁଣ ବାଲା ବୋଲି ଲୋକ ଜାଣିଥିଲେ ତେବେ ସେ ନିଃସନ୍ତାନ ଥିଲେ ତେଣୁ ଘରେ ତାଙ୍କ ସ୍ତ୍ରୀ
Read More...