Monthly Archives

February 2022

ଶ୍ରୀପଞ୍ଚମୀରେ ଯୋଗ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଶ୍ରୀପଞ୍ଚମୀ ଅବସରରେ ଆଜି ଚକରକେନ୍ ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମରେ ଆର୍ଟ ଅଫ୍‌ ଲିଭିଂ ବରଗଡ ଶାଖା ତରଫରୁ ତିନିଦିନିଆ ଯୋଗ ଓ ପ୍ରାଣାୟାମ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀମାନେ ଯୋଗଦେଇ
Read More...

କବିତା : ପାଗଳୀର ନାନାବାୟା ଦିନ

ପ୍ରଣତି ବେହେରା ମୁଁ ରୋଷେଇରେ ବ୍ୟସ୍ତ ଥାଏପୁଅ ଆସେ'କ'ଣ ରାନ୍ଧୁଚୁ ମାଁ…'କହି ଆପେଟ ଶୋଷାଡି ନିଏବାସ୍ନାକୁ…ମୁଁ ଖୁସି ହେଇଯାଏକିଛି ସମୟ ପରେ ଦେଖେଥାକରେ ଥିବା ମୋ ସେଲ୍ ଫୋନଟିତା' ଜାଗାରେ ନ ଥାଏଥରେ ନୁହେଁ, ସବୁଥର ଏମିତି ହିଁ ହୁଏଅଥଚସଚେତନ ହେବାବେଳକୁମୁଁ ବୋକା ହେଇସାରିଥାଏ ।
Read More...

ଇଲେଭେନ୍‌ ଷ୍ଟାର କ୍ରିକେଟ୍‌ କପ୍‌ : ସେମି ଫାଇନାଲରେ ଗଡଭାଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତା ସ୍କୁଲ ପଡ଼ିଆରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ୍‌ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଗୌଡ଼ପାଲି ଧୁମାଭଟା ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଗଡ଼ଭାଟି ବରିହାପାଲି ଦଳକୁ ହରାଇ
Read More...

ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଧୋବା ଭୋଇ ହାଇସ୍କୁଲ ପଡିଆରେ ଆର୍‌ଆର୍‌ସିସି ଆନୁକୂଲ୍ୟରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ
Read More...

ବାଗଦେବୀଙ୍କ ପୂଜା ସହ ଔଷଧୀୟ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାଗଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପ୍ରତିଷ୍ଠାତା ଏକାଧାରରେ ଜଣେ କବି, ଲେଖକ, ଶିଶୁ ସାହିତ୍ୟିକ, ପରିବେଶ ପ୍ରେମୀ, ଆଇନଜୀବୀ, ପୁରୋହିତ ହୃଷୀକେଶ ପାଢ଼ୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଣିଜପୁର ପ୍ରକଳ୍ପ ପ୍ରାଥମିକ
Read More...

ସେ ମାହାପୁରୁ ଥିଲେ ଜାନ୍‌ବା !

ଆନନ୍ଦ ଚନ୍ଦ୍ର ସାହୁ ଖସଙ୍ଗ୍‌ ଖସଙ୍ଗ୍‌ ଚାଲି ଆସୁଛେ ମଙ୍ଗ୍‌ଲୁ ।ବଏଠୁର ପାଖୁ ଚାଲିଗଲା ଯେ ମହୁଲି ଗନ୍ଧ୍‌ ଭକ୍‌ କଲା । ବଏଠୁ ବଏଲା - ନା’ରେ ମଙ୍ଗ୍‌ଲୁ, ମାସେ ନେଇଁ ହେବାର୍‌ ପରେ ସାତ୍‌ ଦିନ୍‌ ତକ୍‌ ଡାକ୍ତର୍‌ଖାନା ଥି ପଡ଼ିଥିଲୁ । ମରୁ ମରୁ ବାଁଚିଛୁ । ତୋର୍‌ ଛୁଆପିଲା ସୁରୁ ସୁରୁ
Read More...

ବିଶ୍ଵାତ୍ମା ବିଦ୍ୟାମନ୍ଦିରର ସ୍ମାର୍ଟ କ୍ଲାସର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଥିବା ଆନନ୍ଦ ନିକେତନର ବିଶ୍ୱାତ୍ମା ବିଦ୍ୟାମନ୍ଦିରରେ ଆଜି ସ୍ମାର୍ଟ କ୍ଲାସର ଶୁଭ ଉଦ୍‌ଘାଟନ କଲେ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ । ଏହି ଉଦ୍‌ଘାଟନ ମହୋତ୍ସବରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନୁଷ୍ଠାନର ସମସ୍ତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୦ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୫ ଜଣ, ବେଲପଡା ବ୍ଲକରୁ ୭, ଦେଓଗାଁ ବ୍ଲକରୁ
Read More...

ଦେଓଗାଁ ବ୍ଲକ ଜୋନ ନଂ. ୧୨ରେ ନରସିଂହଙ୍କ ନିର୍ବାଚନ ପ୍ରଚାର

ଲୋକଙ୍କ କାମ କରୁ ନଥିବା ନେତାଙ୍କୁ ଏଥର ବରଖାସ୍ତ କରନ୍ତୁ ଜନତା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳର ଉନ୍ନତି ଉପରେ ସାରା ରାଜ୍ୟ ତଥା ଦେଶର ଉନ୍ନତି ନିର୍ଭର କରେ । ଏହି ତ୍ରିସ୍ତରୀୟ ନିର୍ବାଚନରେ ଲୋକେ ଗ୍ରାମଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରତିନିଧି
Read More...

ପାଖେଇ ଆସୁଛି ପ୍ରେମ ସପ୍ତାହ : ପ୍ରେମିକ ପ୍ରେମିକାମାନେ ସତର୍କ ରୁହନ୍ତୁ

ସୁଶ୍ରୀ ସ୍ନେହଲତା ପାଖେଇ ଆସୁଛି ପ୍ରେମ ସପ୍ତାହ । ସାରା ବିଶ୍ୱରେ ଆସନ୍ତା ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ପ୍ରେମ ସପ୍ତାହ ପାଳନ ହୋଇଥାଏ । ଏହି ସମୟରେ ପ୍ରେମିକ ପ୍ରେମିକାମାନେ ବିଶେଷ ସତର୍କ ରହିବା ଉଚିତ । ୧. ଯାହାଙ୍କ ସହ ସାରା ଜୀବନ କଟାଇବା ପାଇଁ
Read More...