Monthly Archives

February 2022

କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଜୟଶ୍ରୀ ମହାନ୍ତିଙ୍କ ପ୍ରଥମ ସ୍ମୃତିଚାରଣ ସଭା ସେକ୍ଟର ୫ ଭଂଜଭବନ ନିକଟସ୍ଥ ଶ୍ରୀଅଭିରାମ ଯୋଗାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସୁନାଫୁଲ ସାହିତ୍ୟ ସଂସଦର
Read More...

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପାଇଁ ଭୋଟ ଭିକ୍ଷା କଲେ ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ଭୋଟ ପ୍ରଚାର ପାଇଁ ଆଜି ମଇଦାନକୁ ଓହ୍ଲାଇଲେ ଯୁବନେତା ରାଧାମୋହନ । ତାଙ୍କ ସହିତ ସାମାଜିକ କର୍ମୀ ଧନେଶ୍ଵର ପରିଡ଼ା, ସମାଜସେବୀ ସୁଚିସ୍ମିତା
Read More...

ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟରତ ମନରଞ୍ଜନ ନାୟକଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଛି ଚଢ଼ାଉ । ଆସିଷ୍ଟାଣ୍ଟ ତହସିଲଦାର ଭାବେ ପୋଷ୍ଟିଂ ପାଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ
Read More...

୧୨ତମ ବୁଢାରଜା କ୍ରିକେଟ୍ କପ୍ ସମାପନ : ଖଲିଆପାଲି ଦଳ ଚମ୍ପିଆନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଚାଂୟତ ଅନ୍ତର୍ଗତ ବୁବୁଡା ଗ୍ରାମରେ ୧୨ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ପୁଟୁଡେରା ଏବଂ ଖଲିଆପାଲି ମଧ୍ୟରେ ଫାଇନାଲ୍ ମ୍ୟାଚ୍‌ରେ ଖଲିଆପାଲି ବିଜୟ ହୋଇଥିଲା । ଏହି ଅବସରରେ ଦହିଗାଁ ଗ୍ରାମ ପଚାଂୟତରେ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୨ ଘଣ୍ଟା ସମୟରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍‌ଏସି, ପାଇକମାଲ ବ୍ଲକର ରାଜବୋଡାସମ୍ବର କୃଷକ ସଙ୍ଗଠନର ନେତୃମଣ୍ଡଳୀଙ୍କୁ ନେଇ ଏକ
Read More...

ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥନୀଙ୍କ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜବୋଡାସମ୍ବର ବ୍ଲକ ବରିକେଲ ମଣ୍ଡଳ ନିର୍ବାଚନ ପ୍ରଚାରରେ ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି । ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥନୀ ଶ୍ରୀମତୀ ସରସ୍ବତୀ ସାହୁ ଓ
Read More...

ସଚେତନତା କାର୍ଯ୍ୟକ୍ରମ : କବିର୍‌ କଲମେ ଭୋଟ ବାର୍ତା

ଲେଖକ ଓ ସାମ୍ବାଦିକ ବ୍ୟବସ୍ଥା ପରିବର୍ତନର ପ୍ରମୁଖ ବାର୍ତାବହ ଅଟନ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ର ପାଇଁ ମଧ୍ୟ ତ୍ୟାଗ ଆବଶ୍ୟକ । ରାଜନୈତିକ ବିକାରଗ୍ରସ୍ତ ମାନସୀକତାରେ ତାଳଦେବା ବର୍ତମାନ ସମୟର ଅହ୍ୱାନ ଅଟେ । ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି କଲମର ଭୂମିକା ମଧ୍ୟ
Read More...

ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କଟା ଓ କାର୍ଯ୍ୟାଳୟ ଭିତରୁ କାଠ ଗଣ୍ଡି ଜବତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କଟା ଓ କାର୍ଯ୍ୟାଳୟ ଭିତରୁ କାଠଗଣ୍ଡି ଜବତ ଘଟଣାର ତଦନ୍ତ ଚାଲିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତେବେ ଗତ ଡିସେମ୍ବର ମାସ ୨୮ ତାରିଖରୁ ଏହି ଘଟଣା ଘଟି ସାରିଥିବା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡା
Read More...

୧୮୦ କେ.ଜି ଗଞ୍ଜେଇ ଜବତ : ୪ ଅଭିଯୁକ୍ତ ଗିରଫ

ଜୟପୁର : ମାଳକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରୁ ଛତିଶଗଡର ରାୟପୁରକୁ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ବେଳେ ଜୟପୁର ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରି ୪ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକ କଲେଜ ଛାତ୍ର ମଧ୍ୟ ସାମିଲ ଥିବା ବେଳେ ୧୮୦
Read More...