Daily Archives

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ : ଚାରିଜଣ କଲେଜ ଛାତ୍ରୀ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ‌ହୋଇଥିବା ଜଣାପଡ଼ିଛି । ସମସ୍ତ ଛାତ୍ରୀ ବାଲିଗୁଡ଼ା
Read More...

କିସ୍‌ର ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ଏବଂ ପରୀକ୍ଷା ଖାତା ସଂଗ୍ରହ

ପାଟଣାଗଡ, (ଗୋରେଖନାଥ ବରିହା) : ଭୁବନେଶ୍ୱର ସ୍ଥିତ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପାଟଣାଗଡ ବ୍ଲକର ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଆଗରୁ ଦିଆଯାଇଥିବା ପରୀକ୍ଷା ପ୍ରଶ୍ନ ପତ୍ର କିସ୍‌ ପଠାଇବା ପାଇଁ ସଂଗ୍ରହ କରାଯାଇଛି । କରୋନା
Read More...

ଖୁସି ଦାମ୍ପତ୍ୟ ଜୀବନ ପାଇଁ ଆସନ୍ତୁ କିଛି କଥା ଜାଣିବା….

ସୁଶ୍ରୀ ସ୍ନେହଲତା ପର୍‌ଫେକ୍ଟ ରିଲେସନ୍‌ସିପ୍‌ ଯଦି ଚାହାଁନ୍ତି, ତେବେ ବୈବାହିକ ସଂପର୍କକୁ ନିଜର ସୁସ୍ଥ ବିଚାର ଅନୁସାରେ ସମ୍ଭାଳିବା ଏକାନ୍ତ ଜରୁରୀ । ପତି-ପତ୍ନୀ ସଂପର୍କରେ ଦୁଇଟି ପାଖୁଡ଼ା ରହିଛି । ଗୋଟିଏ ହେଉଛି ଭଲପାଇବା ଏବଂ ଅନ୍ୟଟି ବିଶ୍ୱାସ । ଏହି ଦୁଇଟି ପାଖୁଡ଼ାକୁ ସ୍ୱଚ୍ଛ
Read More...

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପ୍ରଚାର ଜୋର୍‌ ଧରୁଛି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ଦ୍ରୁଢ ପ୍ରଗତି ନିମନ୍ତେ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତ (ଗୀତା ଅପା)ଙ୍କ ଜୋରଦାର ପ୍ରଚାର ଚାଲିଥିବା ବେଳେ କୂଆପଦା, ପଣ୍ଡୁଆ, ମଙ୍ଗରାଜପୁର, ଡିହଉପର,
Read More...

ପୌର ନିର୍ବାଚନ ପାଇଁ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା : ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ବୌଦ୍ଧ,
Read More...

ଭୋଟର୍‌ ତାଲିକାରେ ନାଁ ନଥିବାରୁ ୧୦୬ ଜଣ ଭୋଟ ଦେବାରୁ ବଂଚିତ ହୋଇଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅବସରରେ ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରାମପଞ୍ଚାୟତର ୧୧ ନମ୍ୱର ବୁଥ୍‌ ଭାଲୁପାଲି ଗ୍ରାମରେ ୨୦୨୨ ବର୍ଷ ଭୋଟର ତାଲିକା ଅନୁଯାୟୀ ୫୩୫ ଭୋଟର୍‌ ରହିଥିବା ବେଳେ ସେଥି ମଧ୍ୟରୁ ୧୦୬ ଜଣଙ୍କ ଭୋଟର୍‌ ତାଲିକାରେ ନାମ ନଥିବା
Read More...

ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ପ୍ରେମ କରିପାରନ୍ତି : ଫେମସ୍‌…

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ୍‌ର ଜଣେ ଫେମସ୍‌ ମୋଡେ଼ଲ୍‌ କହିଛନ୍ତି ଯେ, ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ସେ ପ୍ରେମ କରିପାରିବେ । ଏହି ମୋଡେଲ୍‌ ଜଣକ ହେଉଛନ୍ତି ୩୭ ବର୍ଷ ବୟସ୍କା ମୋନିକା ହୁଲ୍ଡ । ତାଙ୍କ କହିବା ଅନୁସାରେ ପତିଙ୍କୁ ଖୁସ୍‌
Read More...

କୋହଳ ହେଲା କୋଭିଡ଼୍‌ କଟକଣା : ଉଠିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର : କ୍ରମାଗତ ଭାବେ କୋଭିଡ଼ ସଂକ୍ରମଣ ରାଜ୍ୟରେ ହ୍ରାସ ପାଉଥିବା ଯୋଗୁଁ କୋଭିଡ଼୍‌ କଟକଣା କୋହଳ ହୋଇଛି । ପୂର୍ବରୁ ଆସନ୍ତା ୨୮ ଫେବୃୟାରୀ ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରଯାଇଥିବା ବେଳେ ଆଜି ଠାରୁ ନାଇଟ
Read More...

ଅପରାଧ ଆଇନକୁ ଗଣିତ ଭଳି ଲାଗୁ କରାଯାଇ ପାରିବ ନାହିଁ : ପକ୍‌ସୋ ଆକ୍ଟରେ ଅଭିଯୁକ୍ତକୁ ଜାମିନ୍‌ ଦେଲେ ହାଇକୋର୍ଟ

ଆହ୍ଲାବାଦ : ପକ୍‌ସୋ ଆକ୍ଟକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ପକ୍‌ସୋ ଆକ୍ଟ ସହ ଜଡ଼ିତ ଏକ ମାମଲାରେ ୫ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍‌ ମଂଜୁର କରିଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ନାବାଳକ ଶିଶୁଙ୍କ ନାମରେ ବ୍ୟାଙ୍କ ଡ୍ରାଫ୍ଟ
Read More...

କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ କେଜ୍ରିୱାଲ : ମୁଁ ଦୁନିଆର ସବୁଠୁ ବଡ଼ ‘ସ୍ୱିଟ୍‌ ଆତଙ୍କବାଦୀ’

ଚଣ୍ଡିଗଡ଼ : ଆମ୍‌ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତ ଭ୍ରଷ୍ଟାଚାରୀ ଆମ୍‌ ଆଦମୀ ପାର୍ଟିକୁ ପରାଜିତ କରିବା ପାଇଁ ଏବଂ ଭଗବନ୍ତଙ୍କୁ ସିଏମ୍‌ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଏକତ୍ରୀତ
Read More...