Daily Archives

କଣ୍ଟାମାଳ ବ୍ଲକ ଜୋନ ନଂ ୨ରେ ଜୋର ଧରୁଛି ପ୍ରଚାର : ଦୁଇ ଯା’ ମଧ୍ୟରେ ବିଗ୍‌ ଫାଇଟ

ବୌଦ୍ଧ, (ମମତା ମହାକୁର) : ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତେ ଜୋର ଧରୁଛି ନିର୍ବାଚନ ପ୍ରଚାର । ଗାଁ ମୁହା ଏବେ ନେତା ।ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ନେତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦୁଇ ନମ୍ବର ଜିଲ୍ଲା ପରିଷଦ ଜୋନରେ ବେଶ ଜମୁଛି ନିର୍ବାଚନ ପ୍ରଚାର । ଏହି ଜିଲ୍ଲା ପରିଷଦ
Read More...

ସହରାଞ୍ଚଳ ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରକାଶିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଏବଂ ୧୬ଟି ଏନ୍‌.ଏ.ସି. ଆଦି ସହରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବା ନିମନ୍ତେ ବିହିତ ପ୍ରକ୍ରିୟା ଜାରୀ ରହିଛି । ଏଥି ସକାଶେ ଭୋଟର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ
Read More...

ବହୁଜନ ସମାଜ ପାର୍ଟି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ଆଜି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ମତଦାନର ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ବିଏସ୍‌ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ତାଲିକାରେ
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ଗଜପତି : ଲାଞ୍ଚ ନେବା ବେଳେ ଜଣେ ବିଇଓ ଧରା ପଡିଲେ ବୋଲି ଜଣାପଡିଛି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଭିଜିଲାନ୍ସ ଦ୍ୱାରା ଧରାପଡିଛିନ୍ତି । ସୂଚନା ଅନୁସାରେ ଶିକ୍ଷକ କ୍ଷିରୋଦ୍ର ଚନ୍ଦ୍ର ନାୟକଙ୍କ ଠାରୁ ଦାବୀ ମୁତାବକ ୩୦ ହଜାର ଟଙ୍କା
Read More...

ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା କେବଳ ନୀତିକାନ୍ତିରେ ଅନୁଷ୍ଠିତ ହେବସର୍ବ ସାଧାରଣ ଦର୍ଶନ ଉପରେ କଟକଣା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ
Read More...

‘ବିଜ୍ଞାନ ସାହିତ୍ୟ ପରିଷଦ’ ତରଫରୁ ନଅଗାଁ(ଖ) ସୁଲତର ବିଜ୍ଞାନ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ଗତକାଲି ନଅ ଗାଁ(ଖ) ସ୍ଥିତ ୫ଟି ପଂଚାୟତ ହାଇସ୍କୁଲଠାରେ ଏକ ବିଜ୍ଞାନ ଖେଳନା ତିଆରି କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ସ୍କୁଲର ୨୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରିଷଦର ସଭାପତି ଡ.ଅଭିମନ୍ୟୁ ମିଶ୍ର ଓ
Read More...

ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସିନାପାଲି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ କୃମି ନାଶକ ଦିବସ ଏବଂ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ବୈଠକରେ ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ସିନାପାଲିରେ ବିଶିଷ୍ଟ କବି ଚଣ୍ଡୀଚରଣ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି

ସିନାପାଲି, (ନିରାକାର ମେହେର) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ପରଲୋକରେ ସିନାପାଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତିର ଆହ୍ୱାନରେ ଅନୁଷ୍ଠିତ ସଭାରେ
Read More...

ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ : ଲୁହା ଗେଟ୍ ଲଗାଇବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍ ଲଗାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡି ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗେର୍ଡା ପଞ୍ଚାୟତର ସ୍ଥାନୀୟ
Read More...

ଭଡ଼ା କାର ପାର୍କିଂ ଉପରେ ଟ୍ରାଫିକ ପୋଲିସର ଜୋର୍‌ଦାର୍‌ ଚଢ଼ାଉ : ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର : ସୁରୁ କମ୍ପାନୀ-ଏୟାରପୋର୍ଟ ରାସ୍ତାକଡ଼ରେ ବେଆଇନ ଭାବେ ଭଡ଼ା କାର ପାର୍କିଂ ଉପରେ ଆଜି ଟ୍ରାଫିକ ପୋଲିସ ଜୋର୍‌ଦାର୍‌ ଚଢ଼ାଉ କରିଥିବା ଜଣାପଡ଼ିଛି । ମୋଟ ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ପାର୍କିଂ ଯୋଗୁଁ ରାସ୍ତାରେ ଟ୍ରାଫିକ
Read More...