Monthly Archives

January 2022

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମଙ୍ଗଳୁ ଚରଣ…

ସମ୍ବଲପୁର : ମା' ଘଣ୍ଟେଶ୍ୱରୀ ସାହିତ୍ୟ ଘର, ଚିପିଲିମା ଓ ପିତାପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ସର୍ବମାନ୍ୟ ସ୍ରଷ୍ଟା ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତିସଭା ତାଙ୍କ ଜନ୍ମ ମାଟି ପିତାପାଲିଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡିଶା ସାଂସ୍କୃତିକ ସମାଜ ସମ୍ବଲପୁରର ସମ୍ପାଦକ
Read More...

ଶେଷ ଦିନରେ ଜିଲ୍ଲା ପରିଷଦ ପାଇଁ ୧୯ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠୁଛି ପାଟଣାଗଡ ଅଚଂଳ । କିନ୍ତୁ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ସିମିତ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଟଣାଗଡ ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ଆଦି ୩ଟି
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର

ଜଳିଗଲା ୩୦ବସ୍ତା ଧାନ, ଚାଉଳ, ବସ୍ତ୍ର ସହ ସାମଗ୍ରୀ : ସହାୟତା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସକାଳେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସଘରେ ନିଆଁ
Read More...

ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ ଘର ଘର ବୁଲି ସମର୍ଥନ ଲୋଡ଼ିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲ ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ଯୁବନେତା ସରପଞ୍ଚ ପ୍ରାର୍ଥୀ ସୁନୀଲ କୁମାର ଦାଶ ଆଜି ଭାଲୁପାଲି ଗ୍ରାମରେ ଘର ଘର ବୁଲି ଗାଁର ବରିଷ୍ଠ ଲୋକମାନଙ୍କ ପାଖକୁ ଯାଇ ତାଙ୍କ ସୁବିଧା ଅସୁବଧା ବୁଝିବା ସହ ସେ ଜିତନ୍ତୁ କି ନ ଜିତନ୍ତୁ, ସେଥିରେ କିଛି
Read More...

ସଂଗ୍ରାମୀ ଶୂନ୍ୟ ହୋଇଗଲା ବରଗଡ଼ ଜିଲ୍ଲାର ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ଜୀବିତ ଥିବା ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ଆଜି ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଥିବାରୁ ପରିବାର ଲୋକେ ତାଙ୍କୁ
Read More...

ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୭୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ
Read More...

ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଦାଏମନୀ ବେହେରା ନୁନହାଡ ପଞ୍ଚାୟତ ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଦାଏମନୀ ବେହେରା ବେଲପଡା ବ୍ଲକ ନୁନହାଡ ଗ୍ରା.ପ. ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଶେଷ ଦିନରେ ୧୨୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଶେଷ ଦିବସରେ ସର୍ବମୋଟ ୧୨୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ପ୍ରତ୍ୟୁଶ ହରି ପ୍ରଧାନ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମପଞ୍ଚାୟତର ପ୍ରତ୍ୟୁଶ ହରି ପ୍ରଧାନ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯୋରନ୍ଦା ଗ୍ରାମପଞ୍ଚାୟତର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
Read More...