ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବେଗା ପଞ୍ଚାୟତ ମୈଦାନକୁ ଓହ୍ଲାଇଲେ ସାମ୍ବାଦିକ
ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ଗ୍ରାମ ପଞ୍ଚାୟତରେ ମୋଟ ଚାରିଜଣ ସରପଞ୍ଚ ପାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତନ୍ମଧ୍ୟରେ ଜଣେ ରିଟେଲର, ଜଣେ ଯୁବ ଆଇନଜୀବୀ ତତ୍ସହିତ ଗତକାଲି ଶେଷ ଦିନରେ ବେଗା ପଞ୍ଚାୟତର ବିକାଶର ଧାରାକୁ ଆଗକୁ ନେବା ପାଇଁ!-->…
Read More...
Read More...