Monthly Archives

January 2022

କବିତା : ଲଟ୍‌କନା

ନବୀନ ବିଶ୍ୱବନ୍ଧୁ ଗଲ ଯେ' ଗଲ !ନାଇଁ ଆଏଲ।କାହିଁ ଗଲ, କାଣା କଲକିଏ ଜାନେ…କା'ର୍ ସୁରେ,କେତେ ଧୂରେକେନ୍ ଠାନେ ? ତମେ ପଲାଲାକେ ଅକାଲ୍-କାଲ୍,ପଡ଼ିଆ ପଡ଼ଲା ଗଜ୍-ବାହାଲ୍,ମାଲେ ମାଲେ ଗଲା ମାଲ୍-ଖେକାରୀ,ଭାଲୁ କଅଁଲାଲା କୁଶେର୍ ବାରୀ,କୁକୁରା ଖାଏଲା ଘଉବିଲେଇ…ଆଏଲ ନାଇଁ ! ତମର୍
Read More...

ଜିଲ୍ଲା ପରିଷଦ ସଭ୍ୟା ରୀତା, ଦ୍ରୋପଦୀ, ଉର୍ମିଳାଙ୍କୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ମା'କୁ ସମ୍ମାନ ଗାଁକୁ କାମ ବୋଲି ନାରା ଦେଉଛନ୍ତି । କିନ୍ତୁ ବାସ୍ତବରେ ସତ୍ୟରେ ପରିଣତ କରିଛନ୍ତି ୫୦ ପ୍ରତିଶତ ମହିଳା ମାନଙ୍କୁ ସମ୍ମାନ ଦେବା ନିର୍ବାଚନରେ ଟିକଟ ଦେଇଛନ୍ତି ଓ ବିଜେଡି ଦଳର ମହିଳା ମାନେ ଆଶାବାଦୀ ମଧ୍ୟ ରହିଛନ୍ତି ଯେ,
Read More...

ବିଶିଷ୍ଟ ସମାଜସେବୀ ଦୁଃଶାସନ କୁମ୍ଭାରଙ୍କ ସରପଞ୍ଚ ପ୍ରାର୍ଥୀପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସମାଜସେବୀ ଦୁଃଶାସନ କୁମ୍ଭାର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମାଜସେବୀ ଦୁଃଶାସନ କୁମ୍ଭାର ୨୦୧୨ - ୧୦୧୭ ମସିହା ପର୍ଯ୍ୟନ୍ତ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିଲା
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୧୭ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମଧ୍ୟ ସଂକ୍ରମଣ ଗ୍ରାଫ୍‌ ସାମାନ୍ୟ ଖସିଛି । ତଥାପି ସଚେତନତାର ଆବଶ୍ୟକତା ରହିଛି । କୋଭିଡ ଗାଇଡ଼
Read More...

ଡ. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ରବିବାର ଟାଉନ ହଲ୍‌ ମୁଖ୍ୟ ରାସ୍ତା ସୁଭାଷ ବୋଷ ମାର୍ଗସ୍ଥିତ ପ୍ରତିମୂର୍ତ୍ତିରେ ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସଂଗ୍ରାମୀ ଜୀବନୀ ଓ
Read More...

ରାଜ୍ୟରେ ସାମାନ୍ୟ ତଳମୁହାଁ କରୋନା ସଂକ୍ରମଣ ଗ୍ରାଫ୍‌ : ଗତ ୨୪ ଘଂଟାରେ ୮୫୨୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସାମାନ୍ୟ ତଳମୁହାଁ କରୋନା ସଂକ୍ରମଣ ଗ୍ରାଫ୍‌ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୫୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା
Read More...

ଗଳ୍ପ : ମୋର ଗଜ ରାଶି

ଜୟଶ୍ରୀ ସାହୁ ଉତ୍ତର ଭୁଲ ହେଲେ ସମସ୍ତଙ୍କୁ ଛିଡ଼ା କରେଇ ଜଣେ ପରେ ଜଣକୁ ମନ୍ଦାର ବାଡିରେ ପିଟି ପିଟି ଆସୁ ଆସୁ ଠିକ୍‌ ତାରି ସାମନାକୁ ଆସିଲେ କ’ଣ ପାଇଁ ଇଂରାଜୀ ସାର୍‌ଙ୍କ ଭାବଭଙ୍ଗୀ ବଦଳି ଯାଉଥିଲା । କେଜାଣି କାହିଁକି ରାଗରେ ଲାଲ ପଡିଯାଇଥିବା ସାର୍‌ଙ୍କ ମୁହଁରେ ହଠାତ ବିଜୁଳି ପରି
Read More...

ସେଲ୍ୟୁଟ୍‌ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ

ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଓଡିଶାର କଟକ ଓଡ଼ିଆ ବଜାରଠାରେ ହୋଇଥିଲା । ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ
Read More...

କପସିପାଲି ଗ୍ରାମ ନିକଟରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ପିଇଓ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପାଟଣାଗଡ଼ ରାସ୍ତାର କପସିପାଲି ଗ୍ରାମ ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜିତ ସାହୁ ଗୁରୁତର ଆହତ ହୋଇଥିବା ବେଳେ ଆଜି
Read More...