Yearly Archives

2021

ଜେନେରାଲ ବିପିନ ରାୱତ (ସିଡିଏସ୍‌) ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ମିଳିତ ଶ୍ରଦ୍ଧାଞ୍ଜଳି ସଭାରେ ୧୮୯ ବେଟାଲିୟନ ସିଆର୍‌ପିଏଫ୍‌ର କମାଣ୍ଡିଙ୍ଗ୍‌ ଅଫିସର୍‌ ପୱନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କକ୍ଷରେ ଏକ ଶିକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଜନୀୟତା
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୁଲିସ ଲାଇନର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
Read More...

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିରଳ ପଦ୍ଧତିରେ ହୃଦ୍‌ରୋଗ ଚିକିତ୍ସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାୟପୁର ସ୍ଥିତ ଏନ୍‌ଏଚ୍‌ଏମ୍‌ଏମ୍‌ଆଇ ନାରାୟଣ ସୁପର୍‌ ସ୍ପେସିଆଲିଟି ହସ୍‌ପିଟାଲ୍‌ରେ ସଫଳତାର ସହ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଧୁବାପଡ଼ାର ୧୩ ବର୍ଷୀୟ ରାହୁଲ ସାହୁଙ୍କ ବିରଳ ଚିକିତ୍ସା ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଇଛି । ୧୩ ବର୍ଷୀୟ
Read More...

ବଙ୍ଗୋମୁଣ୍ଡାରେ ଉତ୍କଳ କରାଟେ ସ୍କୁଲ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଆଜି ଉତ୍କଳ କରାଟେ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସେନସାଇ ସୁରେଶ ଜାଲ ୟାଦବ, ସେନସାଇ
Read More...

ନବନିର୍ମାଣ କୃଷକ ସଙ୍ଗଠନର ଧାନ, କ୍ଷୀର ଏବଂ ଭତ୍ତା ବୃଦ୍ଧି ପାଇଁ ସମାବେଶ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ ହୋଇଯାଇଛି । ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ ଏହାର ନେତୃତ୍ୱ ନେଇଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ
Read More...

ଘୁନସର ଗ୍ରାମରେ ମା’ଲଷ୍ମୀଙ୍କ ବିବାହ ଉତ୍ସବରେ ଗ୍ରାମ ପରିକ୍ରମା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଦୀର୍ଘ ୩୦ ବର୍ଷରୁ ଅଧିକ ମା'ଲଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ ଏଥିରେ ପୂଜା କର୍ତା ଭାବେ କାହ୍ନୁ ସାହୁ ଓ ଧର୍ମପତ୍ନୀ ଅବନ୍ତି ସାହୁ ଦାୟିତ୍ୱରେ ରହିଥିବା ବେଳେ ପୂଜକ ଭାବେ କୁଞ୍ଜ ମିଶ୍ର
Read More...

ଷ୍ଟେଟ ବ୍ୟାଙ୍କ ଲାଇଫ ଇଂନ୍ସୁରାନ୍ସ ଉପରେ କମର୍ଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଧର୍ମଶାଳାଠାରେ ଗୁରୁବାର ଷ୍ଟେଟ ବ୍ୟାଙ୍କ ଲାଇଫ ଇଂନ୍ସୁରାନ୍ସ ଉପରେ ଏକ କମର୍ଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର ବ୍ରାଞ୍ଚ ମ୍ୟାନେଜର ମାନସ ରଂଜନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ଟିଟିଲାଗଡ଼ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ଦ୍ୱିତୀୟ ମ୍ୟାଚ ଟିଟିଲାଗଡ଼ ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଟିଟିଲାଗଡ଼ ପ୍ରଥମେ ୟଙ୍ଗ ଷ୍ଟୁଡେଣ୍ଟ ଦଳକୁ
Read More...

‘ସୁଖର୍‌ ଘରେ ଦୁଖର ଝରିଆ’କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପର୍‌ଭା ଫୋକ୍‌ ଅନୁଷ୍ଠାନ, କୁଟେନପାଲି (ପୁଇଁନ୍ତଲା ବ୍ଲକ) ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ସୁଖର୍‌ ଘରେ ଦୁଖର୍‌ ଝରିଆ’ ପଞ୍ଚମ ରାଉରକେଲା ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛି । ମୋବାଇଲ୍‌ ନିଶା ଛାତ୍ର ଜୀବନକୁ
Read More...