Yearly Archives

2021

ସଂଗୀତ ଶିଳ୍ପୀ ରୀତାରାଣୀ ମିଶ୍ର ମହାପାତ୍ରଙ୍କ ଦେହାନ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂଗୀତ ଶିଳ୍ପୀ ତଥା ଭାଓଲିନ୍ ବାଦକ ବଲାଙ୍ଗିରର ରୀତାରାଣୀ ମିଶ୍ର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଆଜି ସକାଳ ସାଢେ ୫ଟାରେ ଦେହାନ୍ତ ହୋଇଯାଇଛି । ଆକସ୍ମିକ ଭାବେ ଦେହ ଖରାପ ହେବାରୁ ପ୍ରଥମେ ବଲାଙ୍ଗିରରେ ଚିକିତ୍ସା ପରେ ବୁର୍ଲାର ଏକ ଘରୋଇ ହସପିଟାଲରେ
Read More...

ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ

ଲୁବେନଗଡ଼ରେ ପାଳିତ ହେଲା ରେଣ୍ଡୋ ମାଝୀଙ୍କ ୧୬୬ ତମ ସହିଦ ଦିବସ ମ.ରାମପୁର, (ହେମନ୍ତ ସାହୁ) : ବ୍ରିଟିଶ ବିରୁଦ୍ଧରେ ପ୍ରଥମ ପ୍ରତିରୋଧର ସ୍ୱର ଉତ୍ତୋଳନ କରିବାରେ ରେଣ୍ଡୋ ମାଝୀ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ । ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକର ଲୁବେନଗଡ଼ ଅଂଚଳରେ
Read More...

କରୋନାର ତୃତୀୟ ଲହର ପାଇଁ ଢେଙ୍କାନାଳ ପୋଲିସ ଦ୍ୱାରା କଡ଼ାକଡ଼ି ଚେକିଂ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳର ମହାବୀର ବଜାରଠାରେ ପୋଲିସ ପ୍ରଶାସନ ଦ୍ୱାରା କରୋନା ଜନିତ କଡ଼ାକଡ଼ି ଚେକିଂ କରାଯାଇଥିଲା । ଲୋକମାନଙ୍କର ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଆଜି ଢେଙ୍କାନାଳ ସହରର ଟ୍ରାଫିକ ଦାୟିତ୍ୱରେ ଥିବା
Read More...

ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେଲେ ଆଶୁତୋଷ ମହାନ୍ତି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍କଳରାଣୀ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ
Read More...

ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ବିଦ୍ୟାଳୟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଯୋଗ ଶିବିରରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଜବାନଙ୍କୁ ଯୋଗ ଶିବିରର ସାଧକମାନଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ,
Read More...

ମଦନପୁରରେ ଶନି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅନ୍ତର୍ଗତ ମଦନପୁର ବନ୍ଧପଡା ଛକଠାରେ ଆଜି ଶନି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ହୋଇଯାଇଛି । ଏଥିରେ କର୍ତା ଭାବେ ଗୌରଚନ୍ଦ୍ର ରଣା ଓ ପତ୍ନୀ ରାୟମତି ରଣା ଏବଂ ପୂଜକ ଭାବେ
Read More...

ମଦନପୁରରେ ଧାନ ମଣ୍ଡିର ଶୁଭାରମ୍ଭ : ସ୍ୱୟଂ ସହାୟକ ଗୋଷ୍ଠୀ କିଣିବେ ଧାନ

କଳାହାଣ୍ଡି, (ପି. କେ. ସାହୁ) : ମ. ରାମପୁର ବ୍ଲକ ମଦନପୁରଠାରେ ଆଜି ଶୁକ୍ରବାର ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଟୀର ସମସ୍ତ ସଦସ୍ୟ ସମେତ ଆର୍‌ଏମ୍‌ସି ଦକ୍ଷ୍ୟ ତାଲିମ ଦାତା ଜଗନ୍ନାଥ ସୁନା, ମିଶନ ଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ,
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗ୍‌ର ତୃତୀୟ ମ୍ୟାଚ ନବକିଶୋର ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ପ୍ରଥମେ ବ୍ୟାଟିଂ କରି ଦେବାଶୁଂ
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିବସ : ଭେଟ୍ରାନ ରୁରାଲଷ୍ଟାର ଓ ୟୁଥ୍‌ ଖଲିଆପାଲି ଦଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ପଞ୍ଚମ ଦିବସରେ ପ୍ରଥମ ଖେଳରେ ଭେଟ୍ରାନ ରୁରାଲ ଷ୍ଟାର ୩-୦ ଗୋଲରେ କଲେଜ ଛକ ଭେଟ୍ରାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ବିଜୟୀ ଦଳ ତରଫରୁ
Read More...

ପାଇକମାଲ ବ୍ଲକରେ ପୁଣି ଏକ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ସାମ୍‌ନାକୁ ଆସିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମର କେତେକ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ଫସି ଯାଇଛନ୍ତି । ତେବେ ଟଙ୍କ ସୁନା ନାମକ ଜଶେ ଦାଦନ ଶ୍ରମିକ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...