ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଲା କଫ୍ ସିରପ୍ ମାଫିଆଙ୍କ କଳା କାରନାମା : କାର୍ ସହ ୪୫୫ ବୋତଲ କଫ୍ ସିରଫ୍…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ପୁଣି ସାମ୍ନାକୁ ଆସିଛି କଫ୍ ସିରପ୍ ମାଫିଆଙ୍କ କଳା କାରନାମା । ଏକ ସ୍ୱିପ୍ଟ ଡିଜାୟାର କାର୍ (ନଂ.ଓଡ଼ି୦୩ ଏନ୍ ୧୭୨୮) ସହ ୪୫୫ ବୋତଲ୍ କଫ୍ ସିରଫ୍ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ।!-->…
Read More...
Read More...