Yearly Archives

2021

ଦେଓଗାଁରେ ୨୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ବେଦ ପ୍ରବଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଧୁମାଭଟା ଗୁରୁକୂଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାର ଠାରେ ମହାଆଡମ୍ବରରେ ୨୧ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ୨୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ବେଦ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ତପୋନିଷ୍ଠ
Read More...

୮୬ ଲକ୍ଷ ଗରିବ ବୃଦ୍ଧବୃଦ୍ଧା ଓ ନିରାଶ୍ରିତା ମହିଳାଙ୍କୁ ଜାନୁଆରୀ ୧ରୁ ଦୁଇଗୁଣ ଭତ୍ତା, ପାଇବେ ମାସକୁ ୧୦୦୦ ଟଙ୍କା

ଲକ୍ଷ୍‌ନୌ : ଉତ୍ତରପ୍ରଦେଶର ୮୬ ଲକ୍ଷ ଗରିବ ବୃଦ୍ଧା ଓ ନିରାଶ୍ରିତା ମହିଳା ଜାନୁଆରୀ ୧ରୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ । ଏଥି ସହିତ, ଡିସେମ୍ବର ୧ରୁ ୧୧ ଲକ୍ଷ ଭିନ୍ନକ୍ଷମ ଏହି ସୁବିଧା ପାଇପାରିବେ । ସମସ୍ତେ ପ୍ରତ୍ୟେକେ ଏକ ହଜାର ଟଙ୍କା ଲେଖାଏଁ ଭତ୍ତା ପାଇବେ ।
Read More...

ବଲାଙ୍ଗିର ଆୟୁର୍ବେଦ କଲେଜ ଓ ଡାକ୍ତରଖାନାରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟରେ ସର୍ବଭାରତୀୟ ସ୍ତରରେ ରୋଗ ନିଦାନ ବିଭାଗରେ ଏକ ୬ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ରବିଶଙ୍କର ବିଶ୍ୱ ବିଦ୍ୟାଳୟର ଆୟୁର୍ବେଦ ସଂଭାଗର
Read More...

ବିଧାୟକ ସରୋଜଙ୍କ ଦ୍ୱାରା ବେଲପଡା ବ୍ଲକ ଅନ୍ତର୍ଗତ ୩ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଲକର ୩ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ
Read More...

ଦୁଷ୍କର୍ମ ପରେ ଶିଶୁକନ୍ୟାର ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ଦେଲେ ଅଦାଲତ

ଚଣ୍ଡୀଗଡ଼ : ଏକ ସ୍ୱତନ୍ତ୍ର ଅଦାଲତ ପକ୍‌ସୋ ଆକ୍ଟରେ ଜଣକୁ ୧୦ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ପରେ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରିଛନ୍ତି । ଆସାମୀକୁ ଜରିମାନା ମଧ୍ୟ ଦେବାକୁ ପଡିବ । ସୂଚନା ଅନୁସାରେ ଶୋଇବା ସମୟରେ ଆସାମୀ ଝିଅଟିକୁ ଘରୁ ଉଠାଇ ନେଇ ବଳାତ୍କାର କରିଥିଲା ।
Read More...

ଶେଷ ହେଲା ବୌଦ୍ଧ ଜିଲ୍ଲାର କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଚାଲିଥିବା କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଶେଷ ହୋଇଛି । ରବିବାର ଅନ୍ତିମ ଦିନ କଣ୍ଟାମାଳ ବ୍ଲକ ପରିସରରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ବିଚାରକ ଭାବରେ ରାଷ୍ଟ୍ରପତି
Read More...

କଣ୍ଟାମାଳ ବିଜେଡିର ଜୋନସ୍ତରୀୟ ସାଂଗଠନିକ ବୈଠକ ଓ ମିଶ୍ରଣପର୍ବ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ନିର୍ବାଚନ ମଣ୍ତଳୀର ଆମ୍ବଗାଁ ଖେଳ ପଡିଆ ଠାରେ ବିଜେଡି ଦଳର ଘଣ୍ଟାପଡା ନଂ.୧ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସଭାପତି ମହୀଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ,
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଖପରା ଡୁଙ୍ଗୁରି ଗୁମ୍ଫା ଅବହେଳିତ ଅବସ୍ଥାରେ : ଗମନାଗମନ ପାଇଁ ପକ୍କା ରାସ୍ତା ନାହିଁ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଦେଉଥିବା କହୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ ସ୍ଥିତ ଖପରାଡୁଙ୍ଗୁରି ଗୁମ୍ଫା ଅବହେଳିତ ଅବସ୍ଥାରେ ଥିବା
Read More...

ବିଦାୟ ନେଇ ବାହାରିଲା ବର ସହ ବଧୂ, ରାସ୍ତାରେ କାର୍‌ ଅଟକାଇ ବାଇକ୍‌ରେ ପ୍ରେମିକ ସହ ଫେରାର୍‌

ଭୋପାଲ : ସାଗରରେ ବିଦାୟ ନେଇ ବର ସହ ବାହାରିଥିବା ବଧୂ ରାସ୍ତାରେ କାର୍‌ ଅଟକାଇ ବାଇକ୍‌ରେ ପ୍ରେମିକ ସହ ଫେରାର୍‌ ହୋଇଯାଇଥିବା ଭଳି ଏକ ଖବର ଆସିଛି । ଝିଅଟି ତା’ର ଭବିଷ୍ୟତ ଜୀବନ ନିଜ ପ୍ରେମିକ ସହିତ ବିତାଇବାକୁ ଚାହିିଁଛି । ପୋଲିସ ଉଭୟଙ୍କୁ ଧରି ଏସ୍‌ଡିଏମ୍‌ ସମ୍ମୁଖରେ ଉପସ୍ଥାପନ
Read More...

ଛତ୍ରପୁର ମହୋତ୍ସବରେ ସାମ୍ବାଦିକଙ୍କ ସ୍ଥାନ ବର୍ଜନ

• ଦ୍ୱିତୀୟ ଦିନରେ ଓଲିଉଡ ସଙ୍ଗୀତ ଜଗତର କଳାକାର ସଲମାନ ଅଲ୍ଲୀଙ୍କ ସଙ୍ଗୀତରେ ଦର୍ଶକ ମୋହିଗଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଦିନିଆ ପଲ୍ଲୀଶ୍ରୀମେଳା ବନାମ ଛତ୍ରପୁର ମହୋତ୍ସବ ଆନନ୍ଦ ଉଲ୍ଲାସ ଓ ଉଦ୍ଦିପନା ମଧ୍ୟରେ ସମାହିତ ହୋଇଯାଇଛି । ଭାରତ ପ୍ରସିଦ୍ଧ ଓଲିଉଡ ସଙ୍ଗୀତ
Read More...