Yearly Archives

2021

ସ୍ୱର୍ଗତ ଚନ୍ଦନ ମେହେର ମେମୋରିଆଲ, କାପସି ଉଦନ୍ତି ଫାଇଭ୍ ଷ୍ଟାର ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଲାଲବାହାଦୁର ଖେଲ ପଡିଆଠାରେ ସର୍ଗତ ଚନ୍ଦନ ମେହେର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ କାପସି ଉଦନ୍ତି ଫାଇଭ୍ ଷ୍ଟାର ଚମ୍ପିୟାନ ହୋଇଛି । ସିନାପାଲି ଉଦନ୍ତି ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଅନୁଷ୍ଠିତ
Read More...

କୃଷକ ପରିଚୟ ପତ୍ର ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ କୃଷକ ଯଥା ଭୂମିହୀନ, କୃଷି ଶ୍ରମିକ, ଭାଗଚାଷୀ, ଜମିଥିବା ଚାଷୀ, ପ୍ରାଣୀ ସମ୍ପଦ ଓ ମାଛଚାଷୀ, ମାଛ ଧରୁଥିବା ବ୍ୟକ୍ତି, ଉଦ୍ୟାନ କୃଷି ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ କୃଷକ ପରିଚୟ ପତ୍ର । ବିଭିନ୍ନ ଯୋଜନାର
Read More...

ଆବାସ ଯୋଜନାରୁ ବଞ୍ଚିତ ଗରିବ ଖଟିଖିଆ ବନମାଳି ମହାନନ୍ଦଙ୍କ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଆବାସ ଯୋଜନା ପ୍ରଣିତ ହୋଇଛି । ଲୋକେ ଯେପରି ଏହି ଯୋଜନାରେ ସାମିଲ୍‌ ହୋଇ ପାରିବେ, ସେଥିପାଇଁ ବିଭାଗୀୟ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ଅଛି । କିନ୍ତୁ ଅଫିସ୍‌ର ବାବୁ ମାନେ ପାତର
Read More...

ସର୍ଗିପାଲି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ : ଡେପୁଟେସନରେ ଥିବା ଶିକ୍ଷକଙ୍କୁ ତୁରନ୍ତ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ୫-ଟି ଅଧୀନରେ ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅଭାବ ଦେଖିବାକୁ ମିଳୁଛି । ସେଥି ପ୍ରତି
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ମଙ୍ଗଳବାର ଦିନ ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା ବ୍ଲକର ସମସ୍‌ସ୍ତ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ । ବ୍ଲକ୍ ଅଧ୍ୟକ୍ଷା ଅନ୍ନୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ତାଲିମ ଶିବିରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୁଶଙ୍ଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ତାଲିମ ଶିବିର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ତିନି ଦିନ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌
Read More...

ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନ୍ ପକ୍ଷରୁ ବିସିସିଆଇ ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନଏସ୍) : ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନ୍ ପକ୍ଷରୁ ବିସିସିଆଇରେ ନୂତନ ଭାବେ ଟୁର୍, ଫିକ୍ଚର ଓ ଟେକ୍ନିକାଲ ସଦସ୍ୟ ଭାବେ ନିଯୁକ୍ତ ହରିନାରାୟଣ ପୂଜାରୀଙ୍କୁ ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲୋଇସିଂହା ବ୍ଲକର ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନର
Read More...

ବୀରମହାରାଜପୁର ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମୀ ଚନ୍ଦ୍ରମଣି ବାଘ, ବିସିସି
Read More...

କରୋନାରେ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସମୀକ୍ଷା : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୧୮…

ନୂଆଦିଲ୍ଲୀ : ଦେଶରେ ଓମିକ୍ରନ୍‌ର ମାମଲା ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ଲୋକେ ସର୍ବାଧିକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪
Read More...