Yearly Archives

2021

ରାଣୀପୁର ଝରିଆଲରେ ବଙ୍ଗୋମୁଣ୍ଡା ପଂଚାୟତ ସମିତିର ଅନ୍ତିମ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲଠାରେ ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ
Read More...

୮୨ ବର୍ଷରେ ପାଦ ଦେଲେ ବଳିଷ୍ଠ ଜନନେତା ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୨ ବର୍ଷରେ ପାଦ ଦେଇଛନ୍ତି ବଳିଷ୍ଠ ଜନନେତା ନରସିଂହ । କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଜନ୍ମ ଦିନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯିବା ସହ ତାଙ୍କ ଦୀର୍ଘାୟୁ କାମନା
Read More...

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ପଂଚାୟତର ନଙ୍ଗଲାଜୁରୀ ଓ ଡୁମେରପଡା ଗାଁରେ ଆଜି ଶତାଧିକ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କୁଣ୍ଡାବୁଟୁଲା
Read More...

‘ଖଂଗାର୍‌’ ପୁସ୍ତକ ପାଇଲା ବେଷ୍ଟ୍‌ସେଲର୍ ପୁରସ୍କାର

ଭବାନୀପାଟଣା, (ପି.କେ. ସାହୁ) : ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଗତ ବର୍ଷକ ଭିତରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ଗଳ୍ପ ପୁସ୍ତକ ଭାବେ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଭୁବନେଶ୍ୱର
Read More...

୨୯ତମ ଖଙ୍କିରା କପ୍‌ ଆୟୋଜିତ

ଢେଙ୍କାନାଳ, (ତାପସ ଦାସ) : ମାରୁତି ସ୍ପୋଟର୍ସ ଖଙ୍କିରା ତଥା ଅଞ୍ଚଳବାସୀଙ୍କ ସହାୟତା କ୍ରମେ ୨୯ତମ ଖଙ୍କିରା କପ୍‌ କ୍ରିକେଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ଭୁବନେଶ୍ଵର ଅଂଚଳର ଯୁବ ସମାଜସେବୀ ରାମକୃଷ୍ଣ ଦାସ ଉଦ୍‌ଘାଟନ କରିଥିଲେ । ଗତକାଲିର ପ୍ରଥମ ମ୍ୟାଚ କପାସଟିକିରି (ଯାଜପୁର) ଓ
Read More...

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ଚାଷୀଙ୍କୁ ୫୦ ପ୍ରତିଶତ ସୁନିଶ୍ଚିତ ଲାଭ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଧର୍ମପରାୟଣା ମହିଳା ଶାନ୍ତି ମେହେରଙ୍କ ବୁଧବାର ଦିନ ସକାଳ ଘ୧୦.୩୦ ମିନିଟରେ ତାଙ୍କ ବାସ ଭବନରେ ପରଲୋକ ହୋଇ ଯାଇଛି । ତାଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାର ଥିଲେ । ତାଙ୍କ
Read More...

ସାଊରିଆ ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପଣ କଲେ ବିଧାୟକ ମହାରଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହକୁ ଗତକାଲି ଅପରାହ୍ନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ମହାରଥୀଙ୍କ ସହ ଡେଲାଙ୍ଗ ବ୍ଲକ
Read More...

ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

• ମୋଟ ୨୪ ଦିନ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ• ସଂସଦର ଉଭୟ ସଦନରେ ୧୧ଟି ବିଲ ପାରିତ; ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ଗୋଟିଏ ବିଲ ଆଗତ• ଲୋକସଭାରେ ୮୨ ପ୍ରତିଶତ ଏବଂ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନଉଭୟ ସଦନରେ ଅଧ୍ୟାଦେଶ ସ୍ଥାନରେ ଆଗତ ତିନୋଟି ବିଲ ଆଗ ଏବଂ ପାରିତ•
Read More...

ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ କୋଭିଡ ସହାୟତା ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ୫ଟି ସଚିବ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ ପ୍ରମୁଖ ଗତକାଲି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ହିତାଧିକାରୀ, କେନ୍ଦ୍ର/ରାଜ୍ୟ ସରକାରଙ୍କ
Read More...