Yearly Archives

2021

ବିଭାଗୀୟ ଗୃହ କମିଟି ବୈଠକ ଅନୁଷ୍ଠିତ

ଧାନ ବିକିବା ପାଇଁ ଚାଷୀ ହଇରାଣ ନ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ବିଧାନସଭା ଗୃହ କମିଟିର ବିଭାଗୀୟ ଷ୍ଟାଣ୍ଡିଂ କମିଟି ୬ର ଦ୍ୱିତୀୟ ଦିନର ବୈଠକ ବଲାଙ୍ଗିର ବିଧାୟକ ତଥା କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବରିଷ୍ଠ ନାଗରିକ ସଂଘ ତରଫରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନବକୃଷ୍ଣ ନଗରର ବରିଷ୍ଠ ନାଗରିକ ସେବା ମଞ୍ଚ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକଶହ ବାଇଶିତମ ଜୟନ୍ତୀ ପୂର୍ବତନ ରାଉରକେଲା ଶିକ୍ଷା ସୋସାଇଟି, ନବକୃଷ୍ଣ ନଗରଠାରେ ପାଳନ କରାଯାଇଛି । ସଭାରେ ସଂଗଠନର ସାଧାରଣ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟୁ ମିଳିଲା ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟୁ ମିଳିଛି ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏହାକୁ ନେଇ ତନାଘନା ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ପୋଲିସ । ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଅର୍ଦ୍ଧଦଗ୍ଧ
Read More...

ଶ୍ରେଣୀ କୋଠରୀ ଅଭାବରୁ ସ୍କୁଲ ବାରଣ୍ଡାରେ ପଢୁଛନ୍ତି ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପଢ଼ିବା ନିମନ୍ତେ ଶ୍ରେଣୀ କୋଠରୀ ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୮ ମାସ କରୋନା କଟକଣା ପରେ ବିଦ୍ୟାଳୟଗୁଡ଼ିକ
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ପାଟଣାଗଡ ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପାଟଣାଗଡ଼ ବିଜେଡି ପକ୍ଷରୁ ସ୍ଥାନୀୟ ଭୋଲାନାଥ କଲ୍ୟାଣ ମଣ୍ଡପରୁ ଏକ ଶୋଭାଯାତ୍ରା ବାହାରି ନାରାବାଜି ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ ଧରି ଏନ୍ଏସି କାର୍ଯ୍ୟାଳୟ
Read More...

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ
Read More...

କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଆଂଶିକ ସ୍ୱାଗତ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବରଗଡ଼ ଗାନ୍ଧିଛକଠାରେ ଏହି ଘୋଷଣାକୁ ଆଂଶିକ ଭାବେ ସ୍ୱାଗତ କରାଯାଇଛି । ଚାଷୀମାନଙ୍କ ବହୁ ଦିନର ସଂଘର୍ଷ ସଫଳ ହେଲା ବୋଲି ସମ୍ବିଧାନ
Read More...

ଦି ଥାର୍ଟଟିନ ହନ୍ରେଡ ମାଇଲ କେରମ୍ ପ୍ରମୋସନାଲ ସାଇକେଲ ଶୋଭାଯାତ୍ରା ଦଳ ବରଗଡରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କେରମର ବିଶ୍ଵ ଚାମ୍ପିଅନ ପ୍ରଶାନ୍ତ ମୋରେଙ୍କୁ ସାକ୍ଷାତ କରିବା ଓ କେରମ ଖେଳର ପ୍ରଚାର ପ୍ରସାର ନିମନ୍ତେ ତଥା ସେଭ ଫୁଏଲ, ଗୋ ଗ୍ରୀନ, ବି ହେଲଦି ସ୍ଲୋଗାନ ନେଇ ଏକ ସାଇକେଲ ଶୋଭାଯାତ୍ରା ଦଳ ସୁଦୂର କଲିକତାରୁ 'ଦି ଥାର୍ଟଟିନ ହନ୍ରେଡ ମାଇଲ' ଥିମ ନେଇ କେରମ୍
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ନଦୀ ଘାଟ ସଫେଇ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରକୁ କୋଏଲ ଓ ବ୍ରାହ୍ମଣୀ ନଦୀର ବରଦାନ ସ୍ୱରୂପ ଏଠାକାର ବାସିନ୍ଦାମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ନଦୀତୁଠ ମିଳିଛି । ସେଥିରୁ ପ୍ରମୁଖ ନଦୀ ତୁଠ ବା ଘାଟ ଭାବରେ 'ପାନପୋଷ ଓ ବୈକୁଣ୍ଠ' ଘାଟ ଦ୍ୱୟ ଅନ୍ୟତମ । ଏହାର ଉପଯୋଗୀତା ପ୍ରାୟ ସମସ୍ତ
Read More...

ଚାଷୀମାନଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ପଂଚାୟତ ସୁବିଧା କେନ୍ଦ୍ରରେ ଚାଷୀମାନଙ୍କର ମଣ୍ଡି ବ୍ୟବସ୍ଥାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାର ଷାଣ୍ଡିଂ କମିଟିର ସଦସ୍ୟମାନେ ତଥା ବଲାଙ୍ଗିର
Read More...