Daily Archives

ଶୀତ ସମୟରେ ହାର୍ଟକୁ ସୁସ୍ଥ ରଖନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମୟରେ ହୃଦଘାତ ମୃତ୍ୟୁର ସବୁଠାରୁ ବଡ କାରଣ ପାଲଟିଛି । କେବଳ ବୃଦ୍ଧ ନୁହଁନ୍ତି, ୪୦ ବର୍ଷରୁ କମ୍ ବୟସର ଲୋକମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଶୀତଦିନେ, ଏହି ସମସ୍ୟା ବହୁତ ବଢ଼ିଥାଏ । ଗ୍ରୀଷ୍ମ ତୁଳନାରେ ଶୀତଦିନେ ହୃଦଘାତ ହେତୁ ମୃତ୍ୟୁ ହାର
Read More...

କୃଷି ବିଭାଗ ତରଫରୁ ଚାଷୀଙ୍କୁ ସୋରିଷ ମଞ୍ଜି ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ରବି ଫସଲ ପାଇଁ ପଦ୍ମପୁର ଉପଖଣ୍ଡର ଗାଇସିଲାଟ କୃଷି ବିଭାଗ ତରଫରୁ ଗୁଦେରପାଲି ଗ୍ରାମ ପଞ୍ଚାୟତ ଓ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ଗାଁର ୫୦ ଜଣ ଚାଷୀଙ୍କୁ ସର୍ବମୋଟ ୫୦ଟି ସୋରିଷ ମଞ୍ଜି କିଟ୍‌ ଗାଇସିଲେଟ କୃଷି ବିଭାଗର ଭିଏଲ୍‌ଡବ୍ଳୁ ସନ୍ତୋଷ ଧର
Read More...

ଆର ପାରିରେ ତୁଷାର ଦାଦା

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳର ବଡଭାଇ ତୁଷାର ଦଲେଇଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ଭୋରରୁ ତାଙ୍କର ସ୍ବର୍ଗାରୋହଣ ହୋଇଥିବା ବେଳେ ସେ ବିଜୁ ପରିବାରର ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ସ୍ବର୍ଗତ ତୁଷାର ଦାଦାଙ୍କ ଆତ୍ମାର ସଦ୍‌ଗତି
Read More...

ରଣ୍ଡା ଗ୍ରାମରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶୀତର ଲହରୀ ଖେଳି ଯାଇଥିବା ବେଳେ ବଲାଙ୍ଗିର ସାତମାଇଲଛକ ନିକଟସ୍ଥ ରଣ୍ଡା ଗ୍ରାମରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଗତ ରାତିରେ ଅବହେଳିତ ଅବସ୍ଥାରେ ଥିବା ଅସହାୟ ନିରୀହ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏଥିରେ ସୁମିତ
Read More...

ପ୍ରବଳ ଉତ୍ତେଜନା ମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇପାରେ

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ଭିନ୍ନ ଭିନ୍ନ ଦାବୀ ଏବଂ ପ୍ରସଙ୍ଗ ଯୋଗୁଁ ଗୃହରେ ଲଗାତାର ଅଡୁଆ ଲାଗିରହିଛି । କିନ୍ତୁ, ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ(ଆଜି) ଶେଷ ହେବାର ସମ୍ଭାବନା ଅଛି । ସଂସଦୀୟ ସଚିବାଳୟ
Read More...

ପାକିସ୍ତାନର ସମନ୍ୱିତ କୁପ୍ରଚାର ଅଭିଯାନକୁ ନଷ୍ଟ କଲା ଭାରତ

ପାକିସ୍ତାନ ପ୍ରାୟୋଜିତ ଜାଲ୍ ସମାଚାର ନେଟୱର୍କକୁ ବ୍ଲକ୍ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ୨୦ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ୱେବସାଇଟ୍‌କୁ ଭାରତ ବିରୋଧୀ କୁପ୍ରଚାର ପାଇଁ ବ୍ଲକ୍ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଇଣ୍ଟେଲିଜେନ୍ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରୟାଗରାଜ ଗସ୍ତ : ଲକ୍ଷ ଲକ୍ଷ ମହିଳା ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମରେ ଯୋଗଦେଲେ…

● ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା, ଏହା ଦ୍ୱାରା ଉପକୃତ ହେବେ ୧୬ଲକ୍ଷ ମହିଳା● ପ୍ରଧାନମନ୍ତ୍ରୀ ପ୍ରଥମ ମାସର ବୃତ୍ତି ବ୍ୟବସାୟ ସହାୟିକା- ସକ୍ଷୀଙ୍କୁ ପ୍ରଦାନ କଲେ ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଏକ ଲକ୍ଷ ହିତାଧିକାରୀଙ୍କୁ
Read More...

ଉପରମୁହାଁ ଓମିକ୍ରନ୍‌ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଂଚିଲା

ନୂଆଦିଲ୍ଲୀ : ଓମିକ୍ରନ୍ ମାମଲା ଦେଶରେ ତଳମୁହାଁ ହେବାର ନାମ ନେଉନାହିଁ । ବର୍ତ୍ତମାନ ଦେଶରେ ରୋଗୀଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ଓମିକ୍ରନ୍ ଏବେ ଦେଶର ୧୪ ଟି ରାଜ୍ୟରେ ପହଞ୍ଚିଛି । ମଙ୍ଗଳବାର ଦିନ ମହାରାଷ୍ଟ୍ରରେ କରୋନା ଭାଇରସ ଓମିକ୍ରନର ୧୧ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା
Read More...

ଥାଲାସେମିଆ ଓ ସିକିଲସେଲ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାର ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଲୋକ ନାଟକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଥାଲାସେମିଆ ଓ ସିକିଲସେଲ ରୋଗର କାରଣ, ନିରାକରଣ ଓ ପ୍ରତିକାର ଉପରେ ଜନସଚେତନତା କାର୍ଯ୍ୟକ୍ରମ ଡେଲାଙ୍ଗ
Read More...

ବିଦ୍ୟାଳୟରୁ ଚୋରି ନେଇ ଫାଣ୍ଡିରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉ.ପ୍ରା. ବିଦ୍ୟାଳୟ, ଘନିପୁରରୁ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା କୁମାରୀ ଦେଇ ଅଭିଯୋଗ କରିଛନ୍ତି । ରବିବାର ରାତିରେ କିଛି ଅସାମାଜିକ ବ୍ୟକ୍ତି
Read More...