Daily Archives

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ମାନସ ସାହାଣି ଏବଂ ଅଂଶୁମାନ ମିଶ୍ରଙ୍କ ଶତକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ତୃତୀୟ ଦିନରେ କଣ୍ଟାବାଞ୍ଜି ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ନାଏକ କ୍ରିକେଟ
Read More...

ଦିବଙ୍ଗତ ସାମ୍ବାଦିକ ସୁଶୀଳ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ହେଉଥିବା ‘ଅତଏବ’ ପତ୍ରିକାର ସମ୍ପାଦକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ସ୍ୱର୍ଗତ ସୁଶୀଳ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି
Read More...

ହାତୀପଲଙ୍କ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଗତକାଲି ରାତି ୮ଟାରୁ ସକାଳ ପର୍ଯ୍ୟନ୍ତ ପାଖାପାଖି ୧୫ରୁ ୨୦ଟି ହାତୀପଲ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରୀରେ ପଶି ସମସ୍ତ ଧାନ ଖାଇ ଓ ମାଡିଦଳି ନଷ୍ଟ କରି ଦେଇଥିବା ଅଭିଯୋଗ
Read More...

ମୁକ୍ତା ଯୋଜନାରେ ନୂଆପଡା ସହରାଞ୍ଚଳକୁ ୨.୭୮ କୋଟି ମଞ୍ଜୁର : ଧନ୍ୟବାଦ ଦେଲା ବିଜେଡି

ନୂଆପଡା, (ନିରାକାର ମେହେର) : ବିକାଶ ଦେଖିବେ ନୂଆପଡା ସହରବାସୀ । ମୁକ୍ତା ଯୋଜନାରେ ନୂଆପଡା ସାହାରାଞ୍ଚଳ ପାଇଁ ୨.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି
Read More...

ବଲାଙ୍ଗିର ସଦର ବ୍ଲକରେ ଜନଜାଗରଣ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମ ପଂଚାୟତଠାରୁ ଚାଣ୍ଟିମୁଣ୍ଡା ପର୍ଯ୍ୟନ୍ତ ସଦର ବ୍ଲକ କଂଗ୍ରେସ କମିଟିର କର୍ମୀମାନଙ୍କୁ ନେଇ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବା ସହ ଯିବା ରାସ୍ତାରେ ପଥପ୍ରାନ୍ତ
Read More...

ଛତିଶଗଡରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁର ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚଙ୍କ ସ୍ୱାମୀଙ୍କ ଗଳା କାଟି ହତ୍ୟା କରିଛନ୍ତି ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ ।
Read More...

ଚାଷୀଙ୍କ ବଡ ଘୋଷଣା : ନଭେମ୍ବର ୨୯ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଟ୍ରାକ୍ଟର ଶୋଭାଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ : ଏକ ବଡ ନିଷ୍ପତ୍ତି ନେଇ ମିଳିତ କିସାନ୍ ମୋର୍ଚ୍ଚା ପ୍ରସ୍ତାବିତ ଆଗାମୀ ନଭେମ୍ବର ୨୯ ଟ୍ରାକ୍ଟର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି । ଡିସେମ୍ବର ୪ ରେ ପୁଣି ଥରେ ଏକ ବୈଠକ ହେବ ଏବଂ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି କୃଷକ ନେତାମାନେ କହିଛନ୍ତି । କୃଷକ ନେତାମାନେ
Read More...

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ଗର୍ଜିଲେ ନରସିଂହ : ବିଜେଡିର ହାତ ବାରିଶି ସାଜିଛି ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାକୁ ଗଲାଣି । ଦିନ ଦିପହରେ ଲୁଟ୍‌ତରାଜ, ରାହାଜାନୀ, ହତ୍ୟା ଏକ ସାଧାରଣ ଘଟଣାରେ ପାଲଟି ଗଲାଣି । ପୋଲିସ ଏ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛିି । ସହରର ପ୍ରତ୍ୟେକ ଗଳି କନ୍ଦିରେ
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମର ପାରିବାରିକ କନ୍ଦଳ ତଥା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମ ଆମର ପାରିବାରିକ କନ୍ଦଳ ତଥା ଅନ୍ୟତମ ପୂଜକ ମଝିଆ ଭାଇ ମହେନ୍ଦ୍ର ହିଁ ଦାୟୀ ବୋଲି ମୁଖ୍ୟ ପୂଜକ ବଡ଼ ଭାଇ ମଳୟ କୁମାର ଦିଶ୍ରୀ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ
Read More...

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ "ଲଭ ଅଲ ସର୍ଭ ଅଲ"ର ପ୍ରତିଷ୍ଠାତା ଦୀପ୍ତିମୟୀ ଦାସଙ୍କ ଆବାହକତ୍ୱରେ ତଥା ପିଟରଲାର୍କ ଫାଉଣ୍ଡେସନର ସହଯୋଗରେ ହମିରପୁର ସ୍ଥିତ ବିବେକାନନ୍ଦ ଯୁବକ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା
Read More...