Daily Archives

ଦେଓଗାଁ ବ୍ଲକରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ : ଆଗାମୀ ଦୁଇ ବର୍ଷରେ ପ୍ରତ୍ୟେକ ଘରକୁ ପିଇବା ପାଣି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତ୍ୟେକ ଜନ ମଙ୍ଗଳ ପ୍ରକଳ୍ପ ଲୋକଙ୍କ ପାଖରେ ପହଞ୍ôଚବା ହେଉଛି ଲୋକଙ୍କ ଅଧିକାର । ତେଣୁ ଯେତେ ସବୁ ଯୋଜନା ଅଛି ସେସବୁକୁ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚାଇବା ଜନ ପ୍ରତିନିଧିଙ୍କ କର୍ତ୍ତବ୍ୟ ଅଟେ ଏବଂ ଜନ ପ୍ରତିନିଧି ସବୁବେଳେ ଜନତାଙ୍କ ପାଇଁ କାମ
Read More...

ମିର୍ଦ୍ଧା ସଂପ୍ରଦାୟର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଆଞ୍ଚଳିକ ମିର୍ଦ୍ଧା ସଂପ୍ରଦାୟ ପକ୍ଷରୁ ଦେଓଗାଁ ବ୍ଲକ ବଗଡ଼ା ଅଞ୍ଚଳର ସଭାପତି ବିବତ୍ସ ମିର୍ଦ୍ଧାଙ୍କ ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ ଶାସନପାଲି ତେଲନଦୀ ଖଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ବିଶିକେସନ ମିର୍ଦ୍ଧା ସମାଜର ବାର୍ଷିକ
Read More...

ବଲାଙ୍ଗିର ସ୍ବେଛାସେବୀ ସଂଗଠନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଦେଓଗାଁ ବ୍ଲକ ସାଲେପାଲି, ବୁଦେଲଘୁମା, ବଡ଼ଡୁଙ୍ଗୁରିପାଲି ଓ କୁଲିଆବାହାଲ ଗାଁର ବହୁ ଅସହାୟ ବୃଦ୍ଧବୃଦ୍ଧା ଓ ମାନସିକ ରୋଗୀଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ
Read More...

ତୋଷାଳି ମହୋତ୍ସବ ପାଇଁ ମା’ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଉନ୍ମୋଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ତୁଷୁରାରେ ପ୍ରସିଦ୍ଧ ତୋଷାଳି ମହୋତ୍ସବ ପାଇଁ ପାଟଣାଗଡ଼ ମା'ପାଟନେଶ୍ୱରୀ ମନ୍ଦିରଠାରେ ଲଗୋ ଓ ବେନର ପୂଜାର୍ଚ୍ଚନା କରାଯାଇ ତୋଷାଳି ମହୋତ୍ସବ ଲଗୋ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଶଲ ଯୁବ ସଂମନ୍ଵୟ ସମିତିର ରାଜ୍ୟ ସଂଗଠନ ସମ୍ପାଦକ ଗିରିରାଜ
Read More...

ପେସାରେ ଶିକ୍ଷୟତ୍ରୀ, ନିଶାରେ କଣ୍ଠଶିଳ୍ପୀ ପ୍ରିୟଦର୍ଶିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଣିଷ ବେଳେ ବେଳେ ଅନେକ ସପନ ମଧ୍ୟ ଦେଖି ଥାଏ କେତେ ବେଳେ କେଉଁ ସ୍ୱପ୍ନ ସତ ହୁଏ ଆଉ କେତେ ବେଳେ ମିଛ ହୋଇଥାଏ ତାହା ମଧ୍ୟ କହି ହୁଏ ନାହିଁ । ଯଦିଓ ପିଲାଦିନରୁ ବାପା ମାଆଙ୍କଠାରୁ ସଙ୍ଗୀତ କ୍ଷେତ୍ରରେ ପ୍ରୋତ୍ସାହନ ମିଳିଥିଲା । କିନ୍ତୁ ସ୍କୁଲରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଦୀପାଙ୍କ ଟୁଇଟ ପରେ ଦଶରଥଙ୍କୁ ମିଳିଲା ଚିକିତ୍ସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । ସେ ଅଜଣା ରୋଗରେ ପୀଡିତ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ଏନେଇ ଗତ ୯/୧୧ ତାରିଖ ଦିନ 'କୋଶଳ ପ୍ରବାହ' ପ୍ରୋଟାଲରେ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି ପବିତ୍ର ଶିଶୁ ଦିବସ ଅବସରରେ ତଳସାଗରପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଜୟନ୍ତୀ ନଗର ଅଙ୍ଗନୱାଡ଼ିକେନ୍ଦ୍ର ତରଫରୁ ତଳସାଗରପଡ଼ା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଅବସରରେ ଜୋତା ଓ ଶୀତବସ୍ତ୍ର ବଂଟନ କରାଯାଇଛି । ପ୍ରାରମ୍ଭରେ ଚାଚା
Read More...

ଗଞ୍ଜାମରେ ୩ୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିଶୁ ଦିବସ ଅବସରରେ ଗଞ୍ଜାମ ସହରର ହୋପ-ଟାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ ଗଞ୍ଜାମ ସହରସ୍ଥ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ୩ୟ କଲର ଵେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏକାଡେମୀ ପ୍ରଶିକ୍ଷକ ସି.ଏଚ. ପ୍ରସାଦ ନାୟକଙ୍କ
Read More...

ଶିଶୁଦିବସ ପାଳନ ସହ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଶିଶୁଦିବସ ପାଳନ ସହ ସପ୍ତାହ ବ୍ୟାପି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ବୁଡାମାଲ ସ୍କୁଲରେ ଶିଶୁ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଜନ୍ମ ଦିନ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...