Daily Archives

ମାଣ୍ଡୋସିଲରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଓ ଝାରବନ୍ଧ ଜୋନର କରଣ ସମାଜ ତରଫରୁ ମାଣ୍ଡୋସିଲ ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମିହିର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା
Read More...

କୃଷିଋଣ ମହା ଜାଲିଆତି ଘଟଣା : ଚାଷୀ ନେତାଙ୍କ ସହ ଅଧିକାରୀଙ୍କ ଆଲେଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ଚାଷୀମାନେ କୃଷିଋଣ ଜାଲିଆତି ଅଭିଯୋଗରେ ସଦର ସମବାୟ ଅଫିସ ଘେରିଥିଲେ । ଆଜି ଏହି ଜାଲିଆତି ସମ୍ବନ୍ଧରେ ଅଭିଯୋଗ କରି ଏଆରସିଏସ୍‌ , ଡ଼ିଆରସିଏସ୍‌ ବଲାଙ୍ଗିରଙ୍କ ସହ ଆଲୋଚନା କରିଥିଲେ । ଘଟଣାରେ ଚାଷୀମାନେ ପେକ୍ସ ସଂପାଦକ ଓ ଅସାଧୁ ବେଙ୍କ
Read More...

ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟ ପକ୍ଷରୁ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ଜୁଲୋଜି
Read More...

ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ନେଇ ଭାଜପା ପକ୍ଷରୁ ବିକ୍ଷୋଭ ଏବଂ ଥାନାରେ ଏତଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଜପା ନଗର କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଶନିବାର ବିଶାଳ ଶୋଭାଯାତ୍ରା ବାହାରିଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଛତ୍ରପୁର ଥାନା ଆଗରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେତା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା
Read More...

ଘଣ୍ଟିଗୁଡା ଗ୍ରାମ୍ୟ ପାର୍କ ନିର୍ମାଣରେ ଅନିୟମିତତା ଓ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ ତରଫରୁ ସ୍ଥାନୀୟ ଚଲନା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଉକ୍ତ କାର୍ଯ୍ୟ ବିନା ସୂଚନା ଫଳକରେ ହେବା ସହ
Read More...

କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲୀପ ରାୟ ଯୋଗଦେବା ସଙ୍ଗେ ସଙ୍ଗେ କରଣ ସମାଜ ଓ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରଠାରେ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ଗିରିଗୋବର୍ଦ୍ଧନ ପୂଜା ପାଳିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ପୂଜାରେ କଳସ ଯାତ୍ରା, ଗିରିପୂଜନ, ଗୋ ଭୋଜନ, ଗଉଡ ବାଡିଖେଳ, ସଞ୍ଚାର ବାହାକ ସମେତ ସାଂସ୍କୃତିକ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରାଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାରର ମଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଲଷ୍ମୀ ସେଲ୍ସ
Read More...

ପଦ୍ମପୁରରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସହରର ଚିତ୍ରଗୁପ୍ତ କଲ୍ୟାଣ ସଙ୍ଘ (କରଣ ସମାଜ) ଆନୁକୂଲ୍ୟରେ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ, ସ୍ଥାନୀୟ ମାରୱାଡି ଧର୍ମଶାଳାର ସମ୍ମିଳନୀ କକ୍ଷରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର
Read More...

ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡାସିଂହାରେ ୟୁଥ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଡାସିଂହା ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାରେ ଯୁବ ରେଡକ୍ରସ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଓ ଶିକ୍ଷା ଶିବିର ଉଦ୍‌ଘାଟନ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବଲାଙ୍ଗିର
Read More...