Daily Archives

ପୁରୀରେ ଜିଲ୍ଲା ବ୍ରାହ୍ମଣ ସମାଜର ଉପସଭାପତିଙ୍କୁ ସମ୍ମାନୀତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଓଡିଆ ବ୍ରାହ୍ମଣ ସମାଜ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ପୁରୀ ଆନୁକୂଲ୍ୟରୁ ଓଡିଶା ବ୍ରାହ୍ମଣ ସମାଜର ସଭାପତି ରତିକାନ୍ତ ଦାଶ ପୁରୀ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ଉପସଭାପତି ଡଃ ନାରାୟଣ ମିଶ୍ରଙ୍କୁ ସେବା କାର୍ଯ୍ୟ ପାଇଁ ସମ୍ମାନୀତ
Read More...

ଶିକ୍ଷକ ହୃଦା ମହାନନ୍ଦଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଖାତିମୁଣ୍ଡା ଗାଁ ସ୍କୁଲର ସହକାରୀ ଶିକ୍ଷକ ତଥା ଅମଲାପାଲି ଗାଁର ବାସିନ୍ଦା ହୃଦା ମହାନନ୍ଦ (୪୩)ଙ୍କ ଗତ ୧ ତାରିଖରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମହାନନ୍ଦ କୌଣସି ଏକ ରୋଗରେ ପୀଡିତ ଥିବା ବେଳେ
Read More...

ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ରାମଧୁନ ଶୋଭାଯାତ୍ରା ଓ ବ୍ୟାପକ କାର୍ଯ୍ୟକ୍ରମ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ଜିଲ୍ଲା ସଦରମହକୁମା ଜାତିର ପିତା ତଥା ସତ୍ୟ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଜୀଙ୍କ ୧୫୨ତମ ଜୟନ୍ତୀ ହର୍ଷ ଉଲ୍ଲାସ ମଧ୍ୟରେ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଝୁଲେନବର ଗ୍ରାମର ଧବଳେଶ୍ଵର କ୍ଳବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ମଝିପଡା ଠାରୁ ଶିବ ମନ୍ଦିର ରାସ୍ତାର କାମ ବୁଢ଼ା ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ କ୍ଳବର
Read More...

ବର୍ଷାରେ ଭୁଷୁଡି ଗଲା ଘର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଞ୍ଜିପଦର ଗାଁର ଲଖପତି ନାଗଙ୍କ ଘର ଗତ ୨ ତାରିଖ ରାତିରେ ବର୍ଷା ସହ ପବନ ଯୋଗୁଁ ତାଙ୍କ ଚାଳ, ମାଟି ଘର ଭାଙ୍ଗି ଯାଇଛି । ସୌଭାଗ୍ୟତଃ ଆଗରୁ ଏ ଘରେ ପାଣି ଝରୁ ଥିବାରୁ ସେ ଅନ୍ୟ ଜଣେ
Read More...

ଗତ ୨୪ ଘଂଟାରେ ୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୨୮୦ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ସତ୍ୟ, ଅହିଂସା ଓ ଗାନ୍ଧୀ ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ‘ସତ୍ୟ, ଅହିଂସା ଓ ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦୈନିକ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ପରିଚାଳନା ନିଦ୍ଦେର୍ଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ପ୍ରଥମେ ବେରବୋଇ ଗାନ୍ଧୀ ସ୍ମୃତି ପୀଠସ୍ଥ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପ ମାଲ୍ୟାର୍ପଣ କରି
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ନବନିର୍ମିତ ଜାମଜୌରି ସେତୁର ଉଦଘାଟନ : ୧୦ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ନିକଟସ୍ଥ ଜାମଜୌରି ନାଳ ଉପରେ ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ନବ ନିର୍ମିତ ବିଜୁସେତୁର ଶୁଭ ଉଦଘାଟନ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ହୋଇଯାଇଛି । ୪୧୮.୦୭ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନବ ନିର୍ମିତ ସେତୁ
Read More...

ଶାରିରୀକ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର ଶାରିରୀକ ଶିକ୍ଷକ ଆର୍ତ୍ତତ୍ରାଣ ମାହାନ୍ତିଙ୍କୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅବସର କାଳୀନ ବିଦାୟୀ
Read More...