Daily Archives

ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଏକ ପୁରୁଖା ତିହାର ଭାବେ ପ୍ରମୁଖ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହରେ ପର୍ବ ପାଳନ କରାଯାଇଥାଏ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥି ନୂଆଁଖାଇ ପଡୁଥିବା ବେଳେ ସରକାରଙ୍କ +୩ ଛାତ୍ରଛାତ୍ରୀ
Read More...

ବଲାଙ୍ଗିର ତୁରେକେଲାଠାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : ପାରିବାରିକ କଳହ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାଦୋବେଡା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । କପା ଚାଷ ନଷ୍ଟ ହେବାରୁ ମାନସିକ ଚିନ୍ତାଗ୍ରସ୍ତ ହୋଇ କାଦୋବେଡା ଗାଁର ଭାଗ ଚାଷୀ ରିଚେକ ବନ୍‌ଛୋର ବିଷ ଖାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପୁଅ ଅଭିଯୋଗ
Read More...

୨ କୋଟି ଟଙ୍କାର ଗ୍ରୀଡ଼ ସବ୍‌ଷ୍ଟେସନ ଖତ ଖାଉଥିବା ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ ସ୍ଥାପନ କରିଛନ୍ତି କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ
Read More...

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଥିବା ବେଳେ ଆସନ୍ତା ୧୧/ ୯/ ୨୧ ରିଖ ଶନିବାର ଦିନ
Read More...

ନୂଆଁଖାଇ ଉପଲକ୍ଷେ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ରାମଲୀଳା ଆସର

ତମିଆଁ, (ରାଜେଶ ଦଣ୍ଡସେନା) : କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିବା ଫେସ୍‌ବୁକ୍‌ ପେଜ୍‌ ଭଏସ୍‌ ଅଫ୍‌ ଆଲୋକ ପକ୍ଷରୁ ଆଜି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅନ୍‌ଲାଇନ୍‌ ରାମଲୀଳା ଆସରର ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ରାମଲୀଳା କଳାକାର ମାନେ ଏହି
Read More...

ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ
Read More...

ପାରାଲିମ୍ପିକ୍ସ ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ : ପାରାଲିମ୍ପିକ୍ସ ପୁରୁଷ ହାଇଜମ୍ପ ଏଫ୍‌ ୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହ ଟୋକିଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ, ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ
Read More...

ଆସୁଛେ ବଡ୍‌ଖା ତିହାର୍‌ ନୂଆଁଖାଇ : ସଫା ସୁତ୍‌ରା, ସଜ୍‌ବାଜ୍‌ ଥି ଲାଗିଗଲେନ’ ଲୋକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁ କେନ୍‌ ଯୁଗୁଁ ପଶ୍ଚିମ ଓଡ଼ିଶା ଥି ଘରେ ଘରେ ପାଲନ୍‌ ହେଇ ଆସୁଛେ ନୂଆଁଖାଇ ପରବ୍‌ । ନୂଆଁଖାଇ ଆସିଗଲେ ପଶ୍ଚିମ ଓଡ଼ିଶା ଲାଗ୍‌ସି ଖୋବ୍‌ ନୂଆଁ ନୂଆଁ । ରାଗ୍‌ ରିସା, ବିଗଡ୍‌ ବାଗଡ୍‌, ଗାଲି ଝଗର୍‌ କେ ପଛେ ପକେଇ ଦେଇ ନୂଆଁଖାଇ କେ ବଡ଼ା ଶର୍‌ଧା ଥି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୪୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୪ ଜଣ ଆଂଚଳିକ
Read More...