Monthly Archives

August 2021

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହେଇଯାଇଛି । ମଣ୍ଡଳ ସଭାପତି ପ୍ରତାପ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଯୁବନେତା ଶ୍ରୀକାନ୍ତ ହୋତା, ବରିଷ୍ଠ ବିଜେପି ନେତା
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀଙ୍କ ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହେଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ସହିତ ମ.ରାମପୁର ତହସିଲଦାର ଜୟନ୍ତ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ବଲାଙ୍ଗିର କୁଲୁତା ସମାଜର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ବଲାଙ୍ଗିର କୁଲୁତା ସମାଜ ସଭାପତି ସୁରଥ ପଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
Read More...

ଜିଲ୍ଲାରେ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରାଯାଉ : ୯ ଅଗଷ୍ଟକୁ ଛୁଟି ଘୋଷଣା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ ଓ ଆଦିବାସୀଙ୍କ ପୁନଃସଂସ୍ଥାପନ ବାରତା ଦେଇ ଚଳିତ ବର୍ଷ ମିଳିତ ଜାତିସଂଘର ସଦସ୍ୟ ଦେଶ ମାନେ ବିଶ୍ୱ ମୂଳନିବାସୀ(ଆଦିବାସୀ) ଦିବସ ପାଳନ କରୁଛନ୍ତି । ଭାରତରେ ଆଦିବାସୀ ମାନଙ୍କର ଭାଷା, ସଂସ୍କୃତି, ମାନବିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ,
Read More...

ସମ୍ବଲପୁରୀ ଭାଷା ଏକାଡେମୀର ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଣ୍ଡସିବାଞ୍ଜିଠାରେ ବରଗଡ଼ ଜିଲ୍ଲା ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାୟଣ ଗାୟକ ନିଲାମ୍ବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ସମ୍ବଲପୁରୀ ଭାଷା
Read More...

ବ୍ଳକ ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଏସିଲେଟ୍ ବ୍ଳକରେ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରରେ ଏବିଇଓ ଜୟ କୁମାର ସାହୁ ଏବଂ ଗାଏସିଲେଟରେ ବିଇଓ ରାମଲାଲ ବରିହାକର ସଭାପତିତ୍ୱରେ ଏହି ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଡାଏଟର
Read More...

ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଅର୍ଜୁନପୁରରେ ୨୭ତମ ଆଦିବାସୀ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ବ୍ଲକ ଆଦିବାସୀ ସଂଘ ତରଫରୁ ଅର୍ଜୁନପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଦେଓଗାଁ ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ୨୭ତମ ବିଶ୍ଵ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏହି ବୈଠକକୁ ଦେଓଗାଁ ବ୍ଲକ
Read More...

ଅସହାୟ ବୃଦ୍ଧାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ସାଲେପାଲି ଜରାନିବାସରେ ଥଇଥାନ କଲେ ସ୍ୱେଚ୍ଛାସେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ପ୍ରାୟ ୨ଟା ସମୟରେ ଦେଓଗାଁ ବ୍ଲକର ସ୍ୱେଚ୍ଛାସେବୀ ପ୍ରଭାତ୍ ମହାନନ୍ଦ, ନିତ୍ୟାନନ୍ଦ ଷଡଙ୍ଗୀ ଦେଓଗାଁ ବ୍ଲକ ବନ୍ଧପଡା ରାସ୍ତା କଡ଼ରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କୁ ନେଇ ଦେଓଗାଁ ବିଡ଼ିଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା, ଜୟ ସିଂ ପାଲ ମୁଣ୍ଡା, ଏବଂ ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ଵର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଫଟୋଚିତ୍ରରେ
Read More...

ବିଶ୍ଵ ଆଦିବାସୀ ଦିବସ ଅବସରରେ ସଂକଳ୍ପ ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦ କୋଟିରୁ ଉର୍ଦ୍ଧ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାରରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା
Read More...