Monthly Archives

August 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, କନ୍ଧମାଳ
Read More...

ସିନେମା ଷ୍ଟାଇଲ୍‌ରେ ୩ଜଣଙ୍କୁ ଉଠାଇ ନେଲା ଏସ୍‌ଟିଏଫ୍‌

ହରଭଙ୍ଗା, (ବଂଶୀଧର ମାଝୀ) : ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରୁ ପୋଲିସ୍ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ହଠାତ୍‌ ସାଧା ପୋଷାକରେ ଆସି ସିନେମା ଷ୍ଟାଇଲ୍‌ରେ ଏକ ଅଟୋ ଭିତରୁ ୩ ଜଣଙ୍କୁ ଉଠାଇ ନେଇଥିବା ଦେଖିବାକୁ
Read More...

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସହ ୨ଫେରାର୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁ ଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରି ରବିବାର ଦିନ ଦେଓଗାଁ ଥାନାରେ ଜିମା ଦେବା ପରେ ପ୍ରାଥମିକ ତଦନ୍ତ କରି ଦେଓଗାଁ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୯୮୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଲୋଇସିଂହାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଆଦିବାସୀ କଲ୍ୟାଣ ଭବନଠାରେ ସୋମବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରୀତିଚନ୍ଦ୍ର ରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ସଙ୍ଘ ଉପଦେଷ୍ଟା ଶ୍ୟାମସୁନ୍ଦର ଭୋଇ ଏବଂ ମୁଖ୍ୟବକ୍ତା
Read More...

ବରଗଡ଼ ମୁଣ୍ଡାପଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ବରଗଡ଼ ମୁଣ୍ଡାପଡାରେ ଏହି ଦିବସ ପାଳନ କରାଗଲା । ମହାପୁରୁଷ ବିର୍ଷା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
Read More...

୫ ଲକ୍ଷ ଟଙ୍କାର କୋଭିଡ୍‌ ପରିଚାଳନାର ହିସାବ ଦିଅନ୍ତୁ ସରପଞ୍ଚ : ଆପ୍‌ ନେତା ପୌଲସ୍ତ୍ୟ ସାହା

ପଦ୍ମପୁର, (ନିରୋଜ ମୁମାର ପାଣୀ) : କୋଭିଡ୍‌ ୧୯ର ପ୍ରଥମ ଲହର ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲ । କୋଭିଡ୍‌ ପରିଚାଲନା ଏବଂ ଗରିବ ଲୋକଙ୍କ ସହାୟତା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ସରକାର ଦେଇଥିଲେ । କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥବା ଆମ୍‌
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ କଲେ ଆଦିବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ଖେଳ ପଡିଆରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ସଭାପତି ସାମନ୍ତ ମାଝୀଙ୍କ ତତ୍ତ୍‌ତ୍ତ୍ୱାବଧାନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀମାନେ ପାରମ୍ପାରିକ ପୋଷାକ ଏବଂ ବାଦ୍ୟସହ ଆଦିବାସୀ
Read More...

ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତିନୋଟି ପଦକ ଜିତିଛନ୍ତି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଇ-କାତା କରାଟେ ଚମ୍ପିୟାନସିଫ୍‌ରେ କଣ୍ଟାବାଞ୍ଜିର ତିନିଜଣ ଛାତ୍ରଛାତ୍ରୀଙ୍କୁ ପଦକ ମିଳିଛି । ଏହି ସର୍ବ ଭାରତୀୟ ଇ-କାତା କରାଟେ ଗତ ତା:୨୫/୦୭/୨୦୨୧ରିଖ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହି
Read More...

ବିଭିନ୍ନ ଜଳସମ୍ପଦ ପ୍ରକଳ୍ପର ମରାମତି, ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବର୍ଷା ମାତ୍ର ବହୁତ୍ କମ ରହିଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମରୁଡି ପରିସ୍ଥିତି ଦେଖା ଦେଇଛି । ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି । ଆଜି ଟିଟିଲାଗଡ ବ୍ଲକର ସରପଞ୍ଚ ସଂଘ ଆଗାମୀ
Read More...