Monthly Archives

August 2021

କାର୍‌ ବାଇକ୍‌ ମୁହାଁମୁହିଁ ଧକ୍କା : ବ୍ରିଜ ତଳକୁ ଖସିଗଲା କାର୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ୩ଟା ସମୟରେ ପଦ୍ମପୁର-ପାଟଣାଗଡ଼ ରାସ୍ତା ରଜାପଡା ବ୍ରିଜ ପାଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ମୁତାବକ କାର୍‌ ଚାଳକ ପାଟଣାଗଡ ପଟୁ ପଦ୍ମପୁର ପଟକୁ ଯାଉଥିବା ବେଳେ ସେହି ସମୟରେ ପଦ୍ମପୁର ପଟୁ ଆସୁଥିବା ବାଇକ ସହ
Read More...

ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ବିଧାୟକ ନରସିଂହ ମିଶ୍ର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କ କଂସାରିପଡା ସ୍ଥିତ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝଛନ୍ତି । ସାମ୍ବାଦିକ ଅଗ୍ରୱାଲ ଦୀର୍ଘଦିନ ହେବ ହୃଦରୋଗରେ ପିଡିତ ଥିବା ବେଳେ ନିଜ ଘରେ ରହି
Read More...

ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ହଲଦିପାଲି ବ୍ରିଜରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ୱରେ
Read More...

ବର୍ଷା ଅଭାବରୁ ଚାଷକାମ ଠପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳର ହଜାର ହଜାର ଏକର ଚାଷ ଜମିରେ ଧାନରୁଆ କାର୍ଯ୍ୟ ବର୍ଷା ଅଭାବରୁ ଆରମ୍ଭ ହୋଇ ପାରିନାହିଁ । ବର୍ଷାର ଅଭାବ ସହ ଜଳସେଚନର ସୁବ୍ୟବସ୍ଥା ନଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି । ଚାଷଜମିରେ ପାଣି ଅଭାବରୁ ରୁଆକାର୍ଯ୍ୟ
Read More...

ଦୁଇ ଦିନିଆ ଶିଳ୍ପ ପ୍ରଯତ୍ନ ବୈଠକ ଉଦ୍‌ଯାପିତ

ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା, ସୁଯୋଗ ଯୋଗାଇ ଦିଆଯିବ - ଅସୀତ୍ ତ୍ରିପାଠୀ ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି,
Read More...

ସୁନ୍ଦରଗଡ଼ରେ ଏମ୍‌ସ୍‌ ପ୍ରତିଷ୍ଠା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବେଲପଡ଼ା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଜନଦାବୀ ଭାବେ ପରିଣତ ହେଲାଣି ଏମ୍‌ସ୍‌ ଦାବୀ ପ୍ରସଙ୍ଗ । ଆଜି ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲା ବାହାରେ ଆନ୍ଦୋଳନ ହେଉଥିବା ଖବର ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ସ୍‌ ପ୍ରତିଷ୍ଠା ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲାରୁ
Read More...

୬କୋଟି ୧୪ଲକ୍ଷ ବ୍ୟୟରେ ଇନ୍‌ଡୋର ଷ୍ଟେଡିୟମ ହେବ : ମନ୍ତ୍ରୀ ସୁଶାନ୍ତ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ଅର୍ଥ ବାଧକ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାମୁହିକ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ପଦ୍ମପୁରବାସୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଇନ୍‌ଡୋର ଷ୍ଟେଡିୟମ ପାଇଁ ୬ କୋଟି ୧୪ଲକ୍ଷ ଟଙ୍କା ମଞ୍ଜୁର
Read More...

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସିଏଚ୍‌ସି
Read More...

ପଞ୍ଚାୟତ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ତରଫରୁ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅର୍ଥନୀତି ବିଭାଗର ପ୍ରଫେସର ଡକ୍ଟର ପତିତପାବନ ସାହୁ ଉକ୍ତ
Read More...

ବଜରଙ୍ଗଦଳର ନୂତନ ସଂଯୋଜକ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବଜରଙ୍ଗ ଦଳ ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଟିକୁ ବନ୍‌ଛୋରଙ୍କ ନେତୃତ୍ଵରେ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ୱ ପାଇଥିବାରୁ ସତ୍ୟକେତନ ମହାନ୍ତି (କୁନୁ ମହାନ୍ତି) ଓ କିଶୋର ବିଭାରଙ୍କୁ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଗତ
Read More...