Monthly Archives

August 2021

ବିଲେଇସର୍ଡା ହାଇସ୍କୁଲରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡା ଆୟୋଜିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପଖୱାଡା-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା ଓଡିଶା ମଟର ଚାଳକ ସଂଘର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ବଲାଙ୍ଗିର ଜିଲ୍ଲା ମଟର ଚାଳକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚାଳକ କଲ୍ୟାଣ ପାଣ୍ଠି ସଭାପତି ଦେବଦତ୍ତ ଡାକୁଆ, ବରଗଡ ଜିଲ୍ଲା କମିଟି ସଭାପତି ନିରୋଜ ପୋଡ ଯାଦବ ଓ ସଂପାଦକ ଯୋଗେନ୍ଦ୍ର
Read More...

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିଦ୍ୟୁତ ବିଲ ବୃଦ୍ଧି ନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦିନ କାଟୁଛନ୍ତି । ତେବେ ଆଜି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସୁରେନ୍ଦ୍ର ସିଂଭୋଇ ଅଘୋଷିତ ବିଦୁତ
Read More...

ବଲାଙ୍ଗିର ଯାଦବ ଭବନରେ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ୭୫ତମ ସ୍ୱାଧୀନତା ଦିବସ ବଲାଙ୍ଗିର ଯାଦବ ଭବନ ପରିସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଉପ-ସଭାପତି ବସୁଦେବ ନାଗ
Read More...

ଗାନ୍ଧୀନଗରଠାରେ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗାନ୍ଧୀଛକଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସେଠାରେ ଆୟୋଜିତ ସ୍ଵାଧୀନତା ଦିବସ ସମାରୋହ ଅବସରରେ
Read More...

ଗୁରୁତର ଅଭିଯୋଗ : ଜାତୀୟ ପତାକାକୁ ଅବମାନନା ଅଭିଯୋଗ ଆଣିବାରୁ ପିଟିଲେ ସାର୍

ଲୋଇସିଂହା, (କେପିଏନ୍‌ଏସ୍‌) : ପତାକା ପାଇଁ ପାହାର । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଙ୍ଗି ଗାଁରେ । ଅଭିଯୋଗ ଅନୁସାରେ ରବିବାର ଘୁଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । କିନ୍ତୁ ସନ୍ଧ୍ୟାରେ ଆଉ ସ୍କୁଲର ଜାତୀୟ ପତାକାକୁ
Read More...

ଶାନ୍ତିପଡ଼ା ନବଦୁର୍ଗା ପୂଜା ପାଇଁ ବୈଠକ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡ଼ାରେ ଚଳିତ ବର୍ଷ ନବଦୁର୍ଗା ପୂଜା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ ଲାଇନ୍‌ ଅନୁପାଳନ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ଚଳିତ ବର୍ଷ ନବଦୁର୍ଗା ପୂଜା ପାଇଁ ଏହି ବୈଠକରେ କର୍ମକର୍ତ୍ତା ଚୟନ
Read More...

ଆରୁହାବୃତ୍ତି ନଂ.୧ ଗ୍ରାମରେ ଯୁବକ ସଂଘ ତରଫରୁ ୭୫ ତମ ସ୍ୱାଧିନତା ଦିବସ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ସ୍ୱାଧିନତା ପ୍ରତି ମଣିଷର ଜନ୍ମଗତ ଅଧିକାର । ଏହାକୁ ହାସଲ କରିବା ଦିଗରେ ଭାରତୀୟଙ୍କ ଦୀର୍ଘ ଦୁଇ ଶତାବ୍ଦୀର ବଳିଦାନ ସମଗ୍ର ବିଶ୍ୱ ପାଇଁ ଏକ ଅନୁପ୍ରେରଣା । ମାତ୍ର ଏହି ପରିପ୍ରେକ୍ଷୀରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମପଞ୍ଚାୟତ
Read More...

ରାସ୍ତା କଡ଼ରୁ ହଟିଲେ ବ୍ୟବସାୟୀ : ଟ୍ରାଫିକ ସମସ୍ୟାରୁ ତ୍ରାହି ପାଇଲେ ଜନସାଧାରଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀ ଗାଁ ବଜାର ଉପରେ ବ୍ଲକ ଅଧିନସ୍ତ ୮ ଗୋଟି ଗ୍ରାମ ପଞ୍ଚାୟତ ସମେତ ସୀମାନ୍ତବର୍ତ୍ତି ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର ୪ଟି ପଞ୍ଚାୟତ ସହିତ ପ୍ରାୟ
Read More...

ନୂତନ ନାଟ୍ୟ ଶୁଭାରମ୍ଭ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ବଡ଼ଗାଁ କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ ଅନ୍ତର୍ଗତ ବରପାଲିର ବ୍ରଜେଶ୍ବରୀ ଦେବୀଙ୍କ ପୂଜା ସହ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଷଦର ନୂତନ ନାଟ୍ୟ ଶୁଭାରମ୍ଭ ପାଇଁ
Read More...