Monthly Archives

August 2021

୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ନୋଡାଲ ହାଇ ସ୍କୁଲର ୨୦୦୨ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ପବିତ୍ର ରକ୍ଷା ବନ୍ଧନ ଦିବସରେ ଏକ ବନ୍ଧୁମିଳନ ଉତ୍ସବ କଅଁଳପଡାର ମା’ ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀରେ
Read More...

୬ଷ୍ଠ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳ ଧର୍ମ ନଗର ୨ୟ ଲେନରେ ଥିବା ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲ ପରିସରରେ ୬ଷ୍ଠ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ବିଶାଳ କବି ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍‌ଧାମରେ ପଦ୍ମପୁରର ବୁବୁଡ଼ା ସ୍ଥିତ ମାଉସୀ ମା' କଲ୍ୟାଣ ମଣ୍ଡପ ଠାରେ
Read More...

ପାଇକମାଲ କୁଲତା ଯୁବ ସଂଗଠନ ତରଫରୁ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାମ ଚଣ୍ଡି ଯୁବ ସଂଗଠନ ତରଫରୁ ନୃସିଂହନାଥ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ରାମଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୁବ ସଂଗଠନ ଅସ୍ଥାୟୀ ସଭାପତି ବୁଲୁ ବାରିକ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ମୁଁ ରାମ ସେତୁ ନିର୍ମାଣରେ ସହଯୋଗ କରିଥିବା…

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ବାହାରି ଆଜି ଟିଟିଲାଗଡରେ ପହଂଚିଛନ୍ତି । କୋରାପୁଟ, କଳାହାଣ୍ଡି ପରେ ଆଜି ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଟିଟିଲାଗଡ ବ୍ଲକ ଲୁଥୁରବନ୍ଧରେ ବଲାଙ୍ଗିର
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଜନ ଆଶୀର୍ବାଦ ଯାତ୍ରାରେ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ଓଡ଼ିଶା ରାଜ୍ୟର ସର୍ବ ପୁରାତନ ରେଳ ଜଙ୍କସନ୍ ଯାହାକି ଛତିଶଗଡ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ରେଳ ଯୋଗେ ସଂଯୋଗ କରେ । କଳାହାଣ୍ଡି, ବଲାଙ୍ଗିର, ସୋନେପୁର ଏବଂ ନୂଆପଡା ଜିଲ୍ଲାର ଲୋକମାନେ ଟିଟିଲାଗଡ ରେଳବାଇ ଜଙ୍କସନ ଉପରେ
Read More...

ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ ଭାବେ ଅଟୋ ଚଳାଇ ଅଟୋଟି ଧକ୍କା ଦେବାରୁ ଟୁନା
Read More...

ରେଳମନ୍ତ୍ରୀଙ୍କ ରୋଡ ଶୋ କାର୍ଯ୍ୟକ୍ରମକୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ଯୋଜନା ପୂର୍ବରୁ ପାଟଣାଗଡ଼…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜନ ଆର୍ଶିବାଦ କାର୍ଯ୍ୟକ୍ରମ ପାଇଁ କଣ୍ଟାବାଞ୍ଜିରୁ ପାଟଣାଗଡ଼ ରାସ୍ତା ଦେଇ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ପାଟଣାଗଡରେ ମନ୍ତ୍ରୀଙ୍କ ରୋଡ଼ ଶୋ କାଯ୍ୟକ୍ରମ
Read More...

ଭୁଲିଆ ସମାଜ କେନ୍ଦ୍ରବୋର୍ଡ କମିଟି ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ସହ ବ୍ରୋଞ୍ଚ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭୁଲିଆ (ମେହେର) ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ଭୁଲିଆ ମେହେର ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ବ୍ରୋଞ୍ଚରେ
Read More...

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଂଗ୍ରେସ ବିଧାୟକ ସାଲୁଜାଙ୍କ ଟାର୍ଗେଟ

କଂଟାବାଂଜି, (ମନିଶ କୁମାର ହଂସ) : ଜନ ଆର୍ଶିବାଦ ଗସ୍ତରେ ରବିବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଟାବାଂଜି ଆସିଥିଲେ । ଏହି ପରିପ୍ରେକ୍ଷୀରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଟାର୍ଗେଟ କରି କଂଟାବାଂଜିର ବିକାଶକୁ ନେଇ ୮ଟି ପ୍ରଶ୍ନ ରିଫ୍ଲେଟ ମାଧ୍ୟମରେ
Read More...