Monthly Archives

August 2021

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତୀବ୍ର ଜନ ଅସନ୍ତୋଷ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ଅଞ୍ଚଳରେ ବାରମ୍ବାର ଦୀର୍ଘ ସମୟ ଧରି ଅଘୋଷିତ ବିଦ୍ୟୁତ୍ କାଟ ହେଉଛି ଯାହା ଫଳରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଅଭିଯୋଗ ଅନୁସାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ସତ୍ତ୍ଵେ ପୋଇରାଶି ଅଞ୍ଚଳର ବିଭିନ୍ନ ଗ୍ରାମରୁ
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟର ସମୀକ୍ଷା କରିବା ସହିତ ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀ ଓ ସେମାନଙ୍କର ପରିଜନ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ବରଗଡ ସାଂସଦ ସୁରେଶ
Read More...

ଜମିରେ ଗାଈଗୋରୁ ଛାଡିଲେ ଚାଷୀ : ମରୁଡି ଘୋଷଣା ଦାବୀ

କଳାହାଣ୍ଡି, (ନରୋତମ ସେଲମା) : ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ହେଲେ ତଳ ରୁଆ କି ବିହୁଡା କାମ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ
Read More...

ଅନାଥ ଦୁଇ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ

ତୁରେକେଲା, (କୈଳାଶ ସଗ୍ରିଆ) : ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ ଦୁଇ ଅନାଥ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମ୍‌ଲା ଗାଁର ଦେବଚନ୍ଦ୍ର(୧୬) ଓ ଏକାଞ୍ଜଳି(୧୨)ବହୁ ଅସୁବିଧାରେ ଥିବା ବେଳେ ପରମ୍ପରା କଳା ବିକାଶ କେନ୍ଦ୍ରର
Read More...

ପୁଣି ଏକ ବାଇକ ଚୋରି : ୧ ମାସ ମଧ୍ୟରେ ୨ ଟି ବାଇକ ଚୋରି ହେଲାଣି

କଳାହାଣ୍ଡି, (ନରୋତମ ସେଲମା) : ରିଷିଡା ସାପ୍ତାହିକ ବଜାର ନିକଟ ବନ୍ଧହୁଡାରୁ ପୁଣି ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରିଷିଡା ସପ୍ତାହିକ ହାଟକୁ ବିନ୍ଧାଣୀ ଗ୍ରାମର ଜନୈକ ଯୁବକ ନିଜର ଏଚ୍‌ଏଫ ଡିଲକ୍ସ ବାଇକରେ ବଜାର କରିବାକୁ ଆସି ବଜାର ନିକଟସ୍ଥ
Read More...

ପାରା ଅଲିମ୍ପିକ୍ସରେ ଭାବିନାଙ୍କୁ ମିଳିଲା ରୌପ୍ୟ

ଟୋକିଓ : ଟୋକିଓ ପାରାଅଲିମ୍ପିକ୍ସରେ ଟେବୁଲ ଟେନିସ ଫାଇନାଲ ମ୍ୟାଚରେ ଭାରତର ଭାବିନା ପଟେଲଙ୍କୁ ରୌପ୍ୟ ମିଳିଛି । ଫାଇନାଲ ମ୍ୟାଚରେ ହାରି ରୌପ୍ୟ ଜିତିଛନ୍ତି ଭାବିନା । ଟେବୁଲ ଟେନିସ ମହିଳା ଫାଇନାଲ ରାଉଣ୍ଡରେ ଭାବିନା ପଟେଲଙ୍କୁ ଚାଇନାର ଜିଓ ୟିଙ୍ଗ ୩-୦ରେ ହରାଇଛନ୍ତି ।
Read More...

ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

କଳାହାଣ୍ଡି, (ନରୋତମ ସେଲମା) : ରାଜ୍ୟ ସରକାର ବର୍ତମାନ ରାଜ୍ୟର କେତୋଟି ସରକାରୀ ହାଇସ୍କୁଲକୁ ୫-ଟି ରୁପାନ୍ତରିକରଣ ଯୋଜନାରେ ସ୍ମାର୍ଟ ସ୍କୁଲ ମାନ୍ୟତା ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଇ କ୍ରମରେ କର୍ଲାମୁଣ୍ଡା ବ୍ଳକର ସର୍ବପୁରାତନ ହାଇସ୍କୁଲ ବାପୁଜୀ ସରକାରୀ ଉଚ୍ଚ
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇ ନେବା ପ୍ରୟାସ ବନ୍ଦ ହେଉ : ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ଧରି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶା ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି
Read More...

ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ୍‌ : ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଂଚଳରେ ଥିବା ଚକାଡୋଳା ମୋବାଇଲ ଦୋକାନକୁ ଆସି କିଛି ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ମୋବାଇଲ ଦୋକାନ ମାଲିକ
Read More...

ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବରେ ଜୋଷ୍ଣ।ମୟୀ ଦୀକ୍ଷିତ ପାରାୟଣ ଗାୟନ କରିଥିବା ବେଳେ ବର୍ଷା ରାଣୀ ବହିଦାର ସହଯୋଗ କରିଥିଲେ । ଅନେକ ଦର୍ଶକଙ୍କ ଦେଖିବା ପାଇଁ ଭିଡ଼ ଲାଗି
Read More...