Daily Archives

ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଳ, ଜୀବନ ଜୀବିକା, ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦କୋଟିରୁ ଉଦ୍ଧ୍ୱର୍ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ଭାଷା ପ୍ରଚଳିତ ଥିବାବେଳେ ୫ ହଜାରରୁ ଉଦ୍ଧ୍ୱର୍ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହାରେ
Read More...

ତୁଷୁରା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାଇଁ ଗମନା ଗମନର ସୁଯୋଗ ଓ ସାମର୍ଥ୍ୟ ଉପରେ ଆଲୋଚନା ଅବସରରେ କେନ୍ଦ୍ର
Read More...

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର
Read More...

ଗଞ୍ଜାମ ଜିଲ୍ଲା ଟେଣ୍ଟହାଉସ, ଡେକରେଟର୍‌, କ୍ୟାଟରିଂ, ଶବ୍ଦାଲୋକ, ଫୁଲସଜ୍ଜା, ଆସୋସିଏସନ୍ ପକ୍ଷରୁ ବିଭିନ୍ନ ଦାବୀ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଟେଣ୍ଟ ହାଉସ୍‌, କ୍ୟାଟରିଂ, ଫୁଲସଜ୍ଜା, ଶବ୍ଦାଲୋକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାହାଘର, ବ୍ରତଘର,
Read More...

ଆମ୍ବୁଲାନ୍ସକୁ ପିଟିଲା ବାଇକ : ୩ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁର୍ଡା ଛକ ଠାରେ ଆମ୍ବୁଲାନ୍ସକୁ ଏକ ବାଇକ ପିଟି ନେଇଛି । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ ଦେଓଗାଁ ବିଳାପୁର ଠାରୁ କୁମ ଦିନି ଖାଡିଆ, ପ୍ରଦୀପ
Read More...

ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ରାକେଶ ମିଶ୍ରଙ୍କୁ ଇ-ମେଲ୍‌ ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉପସଭାପତି ଶ୍ରୀ ମିଶ୍ରଙ୍କର ନିରାମୟ ଜୀବନ କାମନା କରିବା ସହ ୨୦୨୧
Read More...

ଡ଼ଙ୍ଗାବାହାଲ ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁଇକେଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗାବାହାଲ ଗ୍ରାମ ସ୍ଥିତ ସ୍ଥାନୀୟ କ୍ଲବ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବାକାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଆଦିବାସୀ ନେତା
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍କା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ମହାଦୁର୍ନୀତି ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ଜିଲ୍ଲା ସଭାପତି ବିକାଶ ପଶୁପାଳକଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ଛାତ୍ରନେତା ମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳଙ୍କ
Read More...

ବରଗଡ଼ ଶିକ୍ଷା ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଦୁର୍ନୀତି : ତଦନ୍ତ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଶିକ୍ଷା ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟଗୁଡିକରେ କରୋନା କଟକଣା ସମୟରେ ଜିନିଷ କିଣାରେ ମିଥ୍ୟା ବିଲ୍ ଦେଇ ଅର୍ଥ ଆତ୍ମସାତ ଅଭିଯୋଗରେ ଗତକାଲି ବରଗଡ଼ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Read More...

ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲା ମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ଅଗାଧୁପୁର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏଥିରେ ସାମାଜିକ କର୍ମୀ ସୁରେଶ ଚୌଧୁରୀ,
Read More...