Daily Archives

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଉଲ ଗାଁ ପଞ୍ଚାୟତର ବରପିଟା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା' ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ
Read More...

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମାଠାରେ ସ୍ୱାଧୀନତା ଦିବସ-୨୦୨୧ ପାଳନ ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
Read More...

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଏନ୍ଏସି ନିର୍ବାଚନକୁ ନେଇ ବିଜେଡ଼ି କାର୍ଯ୍ୟାଳୟରେ ସଭା ଅନୁଷ୍ଠିତ

ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଜେଡ଼ି କାର୍ଯ୍ୟାଳୟ ଠାରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ପାଟଣାଗଡ ଏନ୍ଏସି ଓ ପାଟଣାଗଡ ବ୍ଲକର ବିଜୁ ଛାତ୍ର ଜନତା ଦଳର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଗାମୀ ଦିନରେ ତ୍ରିସ୍ତରୀୟ
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଧାନ ଶିକ୍ଷୟତ୍ରୀ ଭୀମସେନ ଦେହେରି, ଝସକେତନ ମନହୀରା,
Read More...

ଗ୍ଲାମ ଷ୍ଟୁଡିଓ ସାଲୋନ ପକ୍ଷରୁ ମହିଳା ଆତ୍ମନିର୍ଭର କର୍ମଶାଳା ଆୟୋଜିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ପ୍ରଚଳିତ ମହାମାରୀ ଯୋଗୁଁ ସମସ୍ତ ବ୍ୟବସାୟିକ କ୍ଷେତ୍ର ପ୍ରଭାବିତ ହୋଇ ଜୀବନ ଜୀବିକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜିକାର ସମାଜରେ ବିଶେଷ ଚାହିଦା ଥିବା ଯୁବତୀ ଓ ମହିଳାଙ୍କ ସୋନ୍ଦର୍ଯ୍ୟକରଣ ତଥା ପ୍ରସାଧନ କଳାକୁ ନେଇ
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ କୁଶ ହଂସ ପାଇଲେ ଟ୍ରାଇ ସାଇକଲ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରାନୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ଗାଁର କୁଶ ହଂସ ଜଣେ ଦିବ୍ୟାଙ୍ଗ ଅଟନ୍ତି । ପରିବାର କହିଲେ ସ୍ତ୍ରୀ ବାଘେନ ହଂସ ଆଉ ଦିବ୍ୟାଙ୍ଗ ପୁଅ ରୁପସୀ ହଂସ । ବଡ ପୁଅ ବାହାହେଲା ପରେ ଏବେ ଅଲଗା ରହୁଛନ୍ତି । କୁଶଙ୍କ ପରିବାରର ତିନି ଜଣଙ୍କୁ
Read More...

ମହିଳା ସଂଗଠନ ଏଆଇଏମ୍‌ଏସ୍‌ଏସ୍ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀରେ ଧର୍ଷଣ ହତ୍ୟାର ଶିକାର ହୋଇଥିବା ୯ ବର୍ଷର ପିଡିତା ନାବାଳିକା ସମେତ ଦେଶ ବ୍ୟାପି ସମସ୍ତ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବା, ଜଷ୍ଟିସ ବର୍ମା କମିଶନର ସୁପାରିଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବା ଏବଂ ଅଶ୍ଳୀଳତା, ନଗ୍ନତା, ଅଶ୍ଲୀଳ ୱେବ ସାଇଟ ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୭ ଏବଂ ୱାର୍ଡ ନଂ. ୪ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ସିକୁଆଁ ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରା.ପ.ରୁ ଜଣେ ଏବଂ ଟିଟିଲାଗଡ ବ୍ଲକ ନରେନ୍‌ ଗ୍ରା.ପ.ରୁ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାର ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭିତ୍ତି ସଂରଚନାର ତଦାରଖ କରିବା ପାଇଁ ଆଜି ବରଗଡ ଜିଲ୍ଲାପାଳ ମୋନୀଷା ବେନାର୍ଜୀ ଏଆଇଏସ୍‌ ବିଦ୍ୟାଳୟ ପରି
Read More...

ଟାଇଗର ଶ୍ରଫଙ୍କ ଗୀତ ‘ବନ୍ଦେ ମାତରମ୍ : ଆସନ୍ତା ୧୦ ଅଗଷ୍ଟରେ ରିଲିଜ ହେବ

ମୁମ୍ବାଇ : ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ । ତାଙ୍କ ଅଭିନୟ କରିବାର ଷ୍ଟାଇଲ ଅନ୍ୟ ଅଭିନେତା ମାନଙ୍କ ଠାରୁ ବେଶ୍‌ ଅଲଗା ରହିଥାଏ । ତାଙ୍କ ସିସ୍‌ପେକ୍‌କୁ ଦେଖି ଦର୍ଶକ ମାନେ ଚକିତ ହୋଇ ରହିଯାଆନ୍ତି । ଏବେ କିନ୍ତୁ ଟାଇଗର ଅଭିନୟ ଜଗତରେ ପାଦ ଦେବା ସହିତ ସଂଗୀତ
Read More...