ଜିଲ୍ଲାରେ ଆଦିବାସୀ ମାମଲାକୁ ଅବହେଳା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ସଂଘ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ଅଦିବାସୀମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢି ବଢି ଯାଉଥିବା ବେଳେ ପୋଲିସ ପ୍ରଶାସନ ଆଦିବସୀ ମାମଲାଗୁଡିକୁ ବାରମ୍ବାର ଅବହେଳା ଓ ଉପେକ୍ଷା କରି ଆସୁଛନ୍ତି । ଫଳରେ ନିରୀହ ଆଦିବାସୀ ନ୍ୟାୟ ପାଇବାରୁ ବଞ୍ଚିତ ହେବା ସହ ଅତ୍ୟାଚାରୀଙ୍କ ମନୋବଳ!-->…
Read More...
Read More...