Monthly Archives

July 2021

ଅବସର ନେଲେ ଜବହାରଲାଲ କଲେଜର ପ୍ରାଧ୍ୟାପିକା ପିୟମ୍ବଦା ହୋତା

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଜବାହାରଲାଲ କଲେଜର ପ୍ରାଧ୍ୟାପିକା ଡ. ପିୟମ୍ବଦା ହୋତା ନିଜ ଚାକିରୀରୁ ଅବସର ନେଇଛନ୍ତି । ତେବେ କଲେଜରେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଲାପି, ଛାତ୍ରବତ୍ସଳ, ନିଷ୍ଠାପର, ଆମାୟିକ
Read More...

ନଗର ଚିକିତ୍ସାଳୟରେ ଦୁଇ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି
Read More...

ଦେଶରେ କରୋନା ସଂକ୍ରମଣ କମୁଛି, ୫ ଲକ୍ଷରୁ କମ୍‌ ସକ୍ରିୟ ମାମଲା : ସୁସ୍ଥତା ହାର ୯୭%ରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅଧିକରୁ ଅଧିକ ଦୁର୍ବଳ ହେଉଥିବା ଜଣାପଡିଛି । କରୋନା ଭୂତାଣୁ ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି । କରୋନାରୁ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ କରୋନାର ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୫୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ କଟକ, ବରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ
Read More...

ଜିଲ୍ଲାସ୍ତରୀୟ କୁକୁଡ଼ା ଚାଷୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁରଠାରେ ଅବସ୍ଥିତ କଲ୍ୟାଣମଣ୍ଡପ ସଭାଗୃହରେ ଜିଲ୍ଲାସ୍ତରୀୟ କୁକୁଡ଼ା ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ୍‌ ଫୋରମ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ
Read More...

କଚାଘର ଓ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ ନେଇ ବିଜେଡିର ଭର୍ଚୁଆଲ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ର ଫନି କ୍ଷତିଗ୍ରସ୍ତ ବାସହୀନ ତଥା କଚାଘର ଥିବା ଲୋକଙ୍କୁ ବାସଗୃହ ଯୋଗାଇ ଦେବା ନିମନ୍ତେ ସବିଶେଷ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ ନେଇ ଆଜି ଭର୍ଚୁଆଲ ମୋଡ଼ରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ
Read More...

ବିଦ୍ୟୁତ ଖୁଣ୍ଟରୁ ପଡି ସାଉଥକୋ କର୍ମଚାରୀ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଦ୍ୟୁତ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମସ୍ଥିତ ମା' ଗଙ୍ଗାଦେବୀ ପୀଠ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଜୈନେକ କର୍ମଚାରୀ ଖୁଣ୍ଟରୁ ପଡି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର କର୍ମଚାରୀ ଜଣଙ୍କ ହେଲେ
Read More...

ରବିଧାନର ଅଭାବୀ ବିକ୍ରି ଓ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନର ଅଭାବୀ ବିକ୍ରି ଓ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ ଅଫିସ ଆଗରେ ବିକ୍ଷୋଭ ସହ ଧାରଣା ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୦୫୫୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୪୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଏକଦିବସୀୟ ଜାତୀୟ ୱେବିନାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ୨ ଜୁଲାଇ, ୨୦୨୧ ଦିନ ଏକଦିବସୀୟ ଜାତୀୟ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ବିଶ୍ୱ ଓ ଆମର କ୍ଷୁଦ୍ର ଧାରଣା ଶୀର୍ଷକ ଏହି ୱେବିନାର୍‌ରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଉମାବଲ୍ଲଭ
Read More...