ଦେଓଗାଁ ରେଞ୍ଜରେ ୭୨ତମ ବନମହୋତ୍ସବ ପାଳିତ
ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୦ଟା ସମୟରେ ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସେକ୍ସନର ସିନଖମନ ମହନ୍ତ ଗିରୀଧାରୀ ଉଚ୍ଚବିଦ୍ୟାଳୟ ପରିସରରେ ରେଞ୍ଜ ସ୍ତରୀୟ ୭୨ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ!-->…
Read More...
Read More...