Daily Archives

ଗାୟତ୍ରୀ ପରିବାର ତରଫରୁ ଓଁକାରେଶ୍ୱର ମନ୍ଦିର ପରିସରରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଏନଏସି ୨ ନମ୍ବର ୱାର୍ଡସ୍ଥିତ ବାବା ଓଁକାରେଶ୍ୱର ଶୈବପୀଠ ପରିସରରେ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି, ପତଞ୍ଜଳି ଯୋଗ ସମିତି, ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସି ଓ ବନ୍ୟପ୍ରାଣୀ ବନାଞ୍ଚଳ ରମ୍ଭାର ମିଳିତ ସହଯୋଗରେ ବୃକ୍ଷ ରୋପଣ
Read More...

ଆକାଶ୍‌ ଥି ମୁଡ଼ା ମୁଡ଼ା ମେଘ୍‌ ବାଦଲ୍‌, ପାଏନ୍‌ ବର୍‌ଷିବାର୍‌ ନାଁ ନେଇଁ : ମୁଡେ଼ ହାତ୍‌ ଦେଇ ବସିଛେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶ୍‌ ଥି ମୁଡ଼ା ମୁଡ଼ା ମେଘ୍‌ ବାଦଲ୍‌, ମାତର୍‌କ’ ପାଏନ୍‌ ବର୍‌ଷିବାର୍‌ ନାଁ ନେଇଁ । ଘାଏ ଘାଏ ଏନ୍‌ତା ଖରା କେଁଚୁଛେ ଯେ, ତାଲୁ ଫାଟି ଗଲା ମେତାନ୍‌ ଲାଗୁଛେ । ବଡ଼ଭାଗୀ ଚାଷୀ ପଲ୍‌ହା ନେଇଁ ପକାବାର୍‌ । ଯେନ୍‌ମାନେ ବି ପଲ୍‌ହା ପକେଇ ଦେଇଛନ୍‌ ପାଏନ୍‌
Read More...

ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଅପାରଗ ବିଜ୍ଞପ୍ତି ଦ୍ୱାରା ନାମକୁ ମାତ୍ର ବିଶ୍ୱବିଦ୍ୟାଳୟ ଘୋଷଣା କରିବା ଓ ରାଜ୍ୟର କୌଣସି ନୀତି ନିୟମ ମାଧ୍ୟମରେ ପ୍ରତିଷ୍ଠା କରାଯାଇ ନଥିବା କାରଣରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳକୁ ୟୁଜିସି
Read More...

ଅବସରପ୍ରାପ୍ତ ରେଞ୍ଜର କବିସୂର୍ଯ୍ୟ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବିସୂର୍ଯ୍ୟ ମିଶ୍ରଙ୍କ ୭୯ ବର୍ଷ ବୟସରେ ମାଲପଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ ୧୯୪୩ରେ ଗଇଁନ୍ତଲା ଠାରେ ଜନ୍ମଗ୍ରହଣ କରିଥିଲେ । ଫରେଷ୍ଟ ରେଞ୍ଜରରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ବିଭିନ୍ନ ଅନୁଷ୍ଠାନ
Read More...

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘ ତରଫରୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ଫର୍‌ ଅଲ୍‌ର ସହଯୋଗୀତାରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସମ୍ମୁଖରେ ଏକ ସଚେତନତା ଅଭିଯାନ ପାଇଁ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି
Read More...

କବିତା : ମା’

ପ୍ରଦୀପ କୁମାର ପଣ୍ଡା ବଂଦ ଆଖିର ଛେଉଂଡ଼ କୋଣରୁ ଦିଶୁଛି ଯିଏସେଇ ମୋର ମା',ସେଇ ମୋର ମା', ଯିଏ ମୋର ଅସାଢ ଡେଣାରେଖଂଜି ଦେଇଛି ଶାଂତ କ୍ଷୟର ପର। ସେଇ ମୋର ମା' ଯିଏନିଜେ ହଂସ ନିଜେଇ ଆକାଶ,ଯିଏ ଅନାକାଶର ବସୁ। ନିଜ ଘରେ ନିଜେ ହିଁ ଅତିଥି ଯିଏନିଜେ ବେଦି ନିଜେ ଅଗ୍ନି ନିଜେଇ
Read More...

ଜୁଲାଇ ୨୬ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ । ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ । ଅନ୍ୟାନ୍ୟ ଶ୍ରେଣୀର ପାଠ ପଢା ଅନଲାଇନ୍ ମାଧ୍ୟମରେ ହେବ। ସକାଳ ୧୦.୦୦ ରୁ
Read More...

ଡବଲ୍‌ ମର୍ଡର : ପୁତୁରା ଖୁଡ଼ିଙ୍କୁ ଡାହାଣୀ ସଂଦେହ କରି ହତ୍ୟା କଲା, କକା ହତ୍ୟା କଲା ପୁତୁରାକୁ

ଗୁମ୍‌ଲା : ଝାରଖଣ୍ଡର ଗୁମ୍‌ଲା ଜିଲ୍ଲାର ଚେନପୁର ବ୍ଲକରେ ଡବଲ୍‌ ମର୍ଡରର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ସନ୍ଦେହ କରିଥିଲା ଯେ, ତା' ଖୁଡ଼ି ଡାହାଣୀ ବିଦ୍ୟା ଅଭ୍ୟାସ କରୁଛନ୍ତି । ଏହି ଯୁବକ ଜଣକ ନିଜ ଖୁଡ଼ିଙ୍କୁ ଡାହାଣୀ ଭାବି ହତ୍ୟା କରିଥିଲା । ଯଦିଓ ଏହି ଘଟଣା
Read More...

ଝାରବନ୍ଧରେ ଗ୍ରାମ୍ୟ ଜଙ୍ଗଲ ଭିତରେ ୬ ଲକ୍ଷ ୫୦ ହଜାର ଟଙ୍କାର କାମ ପିସିରେ ଚଳୁ ଅଭିଯୋଗ : ତଦନ୍ତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧରୁ ଶକ୍ତି ଗ୍ରାମକୁ ଯାଇଥିବା ରାସ୍ତା ପାଶ୍ୱରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ଷ୍ଟେଟ ଫାଇନାନ୍ସ କମିଶନ ପାଣ୍ଠିର (ଏସ୍‌ଟିଏଫ) ୬ଲକ୍ଷ ୫୦ ହଜାର ଟଙ୍କାର ଏକ ବନ୍ଧ ନିର୍ମାଣ କାମକୁ ମାତ୍ର ୫୦ ହଜାର କରି ବାକି ୬ ଲକ୍ଷ ଟଙ୍କା
Read More...